Videos
|
Odisha

ଓ୍ୱାଇବି ଖୁରାନିଆ ଓଡିଶାର ନୂଆ ପୋଲିସ ଡିଜି

Banajyotshna Ray
Browse all articles by Banajyotshna Ray
·1 year ago
ଓ୍ୱାଇବି ଖୁରାନିଆ ଓଡିଶାର ନୂଆ ପୋଲିସ ଡିଜି

ଅର୍ଗସ ବ୍ୟୁରୋ:  ଓ୍ୱାଇବି ଖୁରାନିଆ ଓଡିଶାର ନୂଆ ପୋଲିସ ଡିଜି ହେଲେ । ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଖୁରାନିଆ। ଖୁରାନିଆ ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ୍‌। ବିଏସଏଫ୍‌ ସ୍ପେଶାଲ ଡିଜି ଭାବେ କାର୍ଯ୍ୟ କରି ଫେରିଛନ୍ତି। ଯୋଗେଶ ବାହାଦୂର ଖୁରାନିଆ ହେଲେ ନୂଆ ଡିଜିପି। ଓ୍ୱାଇବି ଖୁରାନିଆ ଓଡିଶାର ନୂଆ ପୋଲିସ ଡିଜି ହୋଇଛନ୍ତି।ଯାଜପୁର, ମୟୂରଭଞ୍ଜ, ରାଉରକେଲା, ଗଞ୍ଜାମ,ନୟାଗଡ ଏସପି ଦାୟିତ୍ୱ ସମ୍ଭାଳିଥିଲେ। 

ଅଧିକ ପଢ଼ନ୍ତୁ ଓଡିଶା ଖବର: 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
YB Khurania is the new Police DG of Odisha | Argus News