Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନକୌରଶାହାଙ୍କ ମଧ୍ୟରେ ଘେରି ହୋଇ ରହିଛନ୍ତି ମୁଖ୍ୟମନ୍ତ୍ରୀ

Odisha

ନକୌରଶାହାଙ୍କ ମଧ୍ୟରେ ଘେରି ହୋଇ ରହିଛନ୍ତି ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନକୌରଶାହାଙ୍କ ମଧ୍ୟରେ ଘେରି ହୋଇ ରହିଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ। ନକୌରଶାହାଙ୍କ ମଧ୍ୟରେ ଘେରି ହୋଇ ରହିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ସରକାର ନେତୃତ୍ୱରେ ହଜିଛି ରତ୍ନଭଣ୍ଡାର ଚାବି। ବିଜେପି ଆସିଲେ ଜଗନ୍ନାଥଙ୍କ ପୀଠର ଆହୁରି ବିକାଶ ହେବ। ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଛି। ଏଠାକାର ସରକାର ହତ୍ୟା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି କହି ବର୍ଷିଲେ ଯୋଗୀ। ଓଡିଶାର ମାଫିଆଙ୍କ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ। ଓଡିଶାର ମାଫିଆଙ୍କୁ ଦମନ କରାଯିବା ନେଇ ପରୋକ୍ଷ ଚେତାବନୀ ଦେଲେ ଯୋଗୀ।

ଏଠାକର ମାଫିଆଙ୍କୁ ବୁଲଡୋଜରରେ ଜବାବ ଦିଆଯିବ । ଉତ୍ତରପ୍ରଦେଶ ଭଳି ଏଠାକାର ମାଫିଆଙ୍କୁ ବୁଲଡୋଜରରେ ଜବାବ ଦିଆଯିବ। ଏଠି କୋଇଲା, ବାଲି ମାଫିଆ ଭଳି ଅନେକ ମାଫିଆ ଅଛନ୍ତି। ଜମି, ବାଲି, ଜଙ୍ଗଲ ଓ ଗୋରୁ ମାଫିଆଙ୍କ ମୂଳୋତ୍ପାଟନ ହେବ। ଓଡିଶାରେ ଡବଲ୍‌ ଇଞ୍ଜିନ ସରକାର ହେବ, ଏମାନଙ୍କୁ ଜବାବ ଦିଆଯିବ। ଏହା ମୋଦିଙ୍କ ଭାରତ, ଯିଏ ବଦମାସୀ କରିବ ତାଙ୍କୁ ସାବାଡ କରାଯିବ। ଡବଲ ଇଞ୍ଜିନ ସରକାରରୁ କିଭଳି ଲାଭ ମିଳେ ଉତ୍ତରପ୍ରଦେଶ ଦେଖାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
yogi adityanath target to naveen patnaik | Argus News