Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ପ୍ରେମିକ

Smruti Parija
Browse all articles by Smruti Parija
·1 year ago
ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ପ୍ରେମିକ

ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଯୁବକଙ୍କ ମୃତ୍ୟୁ ଘଟଣା। ସୁଈସାଇଡ ନୋଟରୁ ବଡ଼ ଖୁଲାସା। ପ୍ରେମରେ ବିଚ୍ଛେଦ ପରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଅନୁମାନ କରାଯାଉଥିଲା। ତେବେ ନୋଟରେ ସରି ମମୀ ଏବଂ ସରି ଡାଡି ଲେଖିଛନ୍ତି ରୋନିତ। ଖାରବେଳନଗର ଅଂଚଳରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ଯୁବକ। 8 ମହଲାରୁ ତଳକୁ ଡେଇଁ ପଡିଥିଲେ। ସିସିଟିଭିରେ କଏଦ ହୋଇଥିଲା ଆତ୍ମହତ୍ୟା ପୂର୍ବର ଭିଡିଓ। ଅଭିଯୋଗ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି ଖରାବେଳନଗର ଥାନା ପୋଲିସ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
young-boy-committed-suicide-due-to-love-failure-in-kharbelanagar | Argus News