Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Odisha

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Ritu Das
Browse all articles by Ritu Das
·2 years ago
ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଅର୍ଗସ ବ୍ୟୁରୋ: ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଭୁବନ ଏନଏସି ଅନ୍ତର୍ଗତ ନୂଆଭୁବନ ମଠଛକ ନିକଟରେ। ଗୁରୁତର ହେଲେ ଅନଗୁଳ ସାବଳମୁଣ୍ଡା ଗ୍ରାମର ଜେସିଓ ଖାନ। ଜେସିଓ ତାଳଚେରରେ କାନପୁର ମିକଶ୍ଚର କମ୍ପାନୀରେ ସେଲସମ୍ୟାନ ଭାବେ କାମ କରୁଥିବା ବେଳେ ଭୁବନକୁ ବାଦାମ ପାଇଁ ଆସିଥିଲେ। 

ତେବେ ବାଦାମ ମିଲ ପାର୍ଶ୍ବରୁ ଜେସିଓଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ ବଳ ପ୍ରୟୋଗ କରି ସେ ଖସି ଯାଇଥିଲେ। ତେବେ ଯୁବକଙ୍କର ହାତରେ ଗଭୀର ଆଘାତ ଲାଗିଥିବାରୁ  ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Young man critically | Argus News