Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସାପ କାମୁଡ଼ାରେ ଯୁବକ ମୃତ

Odisha

ସାପ କାମୁଡ଼ାରେ ଯୁବକ ମୃତ

Ritu Das
Browse all articles by Ritu Das
·1 year ago
ସାପ କାମୁଡ଼ାରେ ଯୁବକ ମୃତ

ଅର୍ଗସ ବ୍ୟୁରୋ: ଯାଜପୁର ରୋଡ ଥାନା ହୁଡ଼ିସାହିରେ ଅଘଟଣ ଘଟିଛି। ବିଷଧର ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ହୁଡ଼ିସାହି ସ୍ଥିତ ଘରେ କ୍ରିଷ୍ଣା ମୁଣ୍ଡା ଶୋଇଥିଲେ। 

ଏହି ସମୟରେ ଏକ ବିଷଧର ସାପ କ୍ରିଷ୍ଣାଙ୍କୁ କାମୁଡି ଦେଇଥିଲା l ଏହାକୁ ଦେଖି ପରିବାର ଲୋକେ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l ସେପଟେ ଆଜି ଚିକିତ୍ସାଧୀନ ଅବସ୍ଥାରେ କ୍ରିଷ୍ଣାଙ୍କର ମୃତ୍ୟୁ ଘଟିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Young man | Argus News