Videos
|
Odisha

ଯୋବ୍ରା ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

Ritu Das
Browse all articles by Ritu Das
·2 years ago
ଯୋବ୍ରା ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଅର୍ଗସ ବ୍ୟୁରୋ: କଟକ ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଦେଉଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ଦିନ ପାଖାପାଖି ୩ଟା ସମୟରେ ଯୁବତୀ ଜଣକ ମହାନଦୀକୁ ଡେଇଁଲେ। ଚପଲ ଓ ଭ୍ୟାନିଟି ବ୍ୟାଗ ବ୍ରିଜ ଉପରେ ରଖି ନଦୀକୁ ଡେଇଁଲେ ଯୁବତୀ। 

ପାଖରେ ଥିବା ସ୍ଥାନୀୟ ଲୋକେ ଦମକଳ ବାହିନୀ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠେଇଛନ୍ତି। ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Young woman's suicide | Argus News