ପୁଣି ଦନ୍ତା ନେଲା ଯୁବକଙ୍କ ଜୀବନ
·2 years ago

ଖୋର୍ଦ୍ଧା: ଜାରି ରହିଛି ହାତୀ ଆତଙ୍କ। ପୁଣି ଦନ୍ତା ନେଲା ଯୁବକଙ୍କ ଜୀବନ। ସଦର ଥାନା ଛତିପୁର କାଜୁ ଫିଲ୍ଡରେ ଯୁବକ କୁ ଦଳିଦେଲା ଦନ୍ତା ରାମୁ।
ମୃତକ ହେଲେ ଛତିପୁର ଗ୍ରାମ ର ଦିଲ୍ଲୀପ ପଶ୍ଚିମକବାଟ। ଗତକାଲି ଠାରୁ ୬ଟିକିଆ ହାତୀପଲ୍ଲ ସେହି ଅଞ୍ଚଳରେ ରହୁଥିବା ଜଣାପଡିଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ହାତୀ ର ଗତିବିଧି କରୁଛନ୍ତି ଅନୁଧ୍ୟାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: