Videos
|
Odisha

ହାତୀ ଘଉଡ଼ାଇବା ବେଳେ କଚାଡ଼ିଲା ହାତୀ

Ritu Das
Browse all articles by Ritu Das
·1 year ago
ହାତୀ ଘଉଡ଼ାଇବା ବେଳେ କଚାଡ଼ିଲା ହାତୀ

ଅର୍ଗସ ବ୍ୟୁରୋ: ହାତୀ ଘଉଡ଼ାଇବା ବେଳେ ଟେକି କଚାଡି ଦେଲା ହାତୀ। ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଚମ୍ପୁଆ ରେଞ୍ଜ କାଟୁଳିକନା ଅଞ୍ଚଳରେ। ମୃତକ ହେଉଛନ୍ତି କାଟୁଳିକନା ଗ୍ରାମର ଟଙ୍କଧର ନାଏକ । 

ଖବର ପାଇ ଚମ୍ପୁଆ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏକ ଗୋଠ ଛଡ଼ା ଦନ୍ତାହାତୀ ଗତ ରାତି କାଟୁଳିକନା ଅଞ୍ଚଳକୁ ପ୍ରବେଶ କରିଥିଲା। ତେବେ ଆଜି ହାତୀ ଘଉଡେଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଟଙ୍କଧର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Youth killed | Argus News