Videos
|
Odisha

ଟ୍ରକ୍ ଧକ୍କାରେ ଯୁବକ ମୃତ

Ritu Das
Browse all articles by Ritu Das
·2 years ago
ଟ୍ରକ୍ ଧକ୍କାରେ ଯୁବକ ମୃତ

ଅର୍ଗସ ବ୍ୟୁରୋ: ୨୦ ନଂ ଜାତୀୟ ରାଜପଥ ଖଲଣା ପେଟ୍ରୋଲ ପମ୍ପ ଛକ ନିକଟରେ  ସ୍କୁଟି ଆରୋହୀ  ଭାଇ ଭଉଣୀଙ୍କୁ ଧକ୍କା ଦେବାରୁ ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମୃତକ ହେଲେ ରାମଚନ୍ଦ୍ରପୁର ଥାନା ବ୍ରାହ୍ମଣୀଦା ଗାଁର ଏକମାତ୍ର ପୁଅ ଶୁଭମ l ନିଜର ଜଣେ ସମ୍ପର୍କିୟା ଭଉଣୀଙ୍କୁ ସ୍କୁଟିରେ ବସାଇ ସାଇଁକୁଳ ବଜାରକୁ ଆସୁଥିବା ସମୟରେ ଯାଜପୁର ପଟକୁ ଯାଉଥିବା ଏକ ଟ୍ରକ୍ ଧ୍କକା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଛି। ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Youth killed | Argus News