ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜବରଦସ୍ତ ଜ୍ବାଇଁ''
·1 year ago

ଭୁବନେଶ୍ୱର: ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜବରଦସ୍ତ ଜ୍ବାଇଁ'' ର ଅଡିଓ ଲୋକାର୍ପଣ । ଆସନ୍ତା ୨୦ ଅକ୍ଟୋବର ରବିବାର ସନ୍ଧ୍ୟା ୬:୩୦ରେ ପ୍ରସାରଣ ହେବାକୁ ଯାଉଛି ମନୋରଞ୍ଜନ ଭିତ୍ତିକ ହାସ୍ୟ ରସରେ ଭରପୁର ଫିଲ୍ମ "ଜବରଦସ୍ତ ଜ୍ବାଇଁ"।
ଯାହାର ପ୍ରଯୋଜକ ଅଛନ୍ତି କବୀର ଦାସ ଓ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି l ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ଏକ ଘରୋଇ ହୋଟେଲ ରେ ଏହି ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ହୋଇଯାଇଛି।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: