Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Sasmit Patra Resignation / ବଢ଼ିଲା ବିଜେଡି ଫାଟ, ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର

Santosh Kumar Sahoo
Browse all articles by Santosh Kumar Sahoo
·3 months ago
ବଢ଼ିଲା ବିଜେଡି ଫାଟ, ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର
Sasmit Patra

Key Points

ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ପଦରୁ ସସ୍ମିତଙ୍କ ଇସ୍ତଫା
ବିଜେଡି ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
‌ସସ୍ମିତଙ୍କୁ ପଦରୁ ହଟାଇବାକୁ ଚିଠି ଲେଖିଥିଲେ କିଛି ସାଂସଦ
ବିଜେଡି ସଂସଦୀୟ ଦଳରେ ବଢ଼ିଲା ଫାଟ । ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ସସ୍ମିତ ପାତ୍ର । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ସସ୍ମିତ । ତେବେ ‌ସସ୍ମିତଙ୍କୁ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ପଦରୁ ହଟାଇବାକୁ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖିଥିଲେ କିଛି ସାଂସଦ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD Rift Deepens: Sasmit Patra Resigns as Rajya Sabha Party Leader | Argus News