Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Rajya Sabha Election / ରାଜ୍ୟସଭା ନିର୍ବାଚନ: ମନମୋହନ ସାମଲ ଓ ସୁଜିତ କୁମାର ବିଜେପି ପ୍ରାର୍ଥୀ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
ରାଜ୍ୟସଭା ନିର୍ବାଚନ: ମନମୋହନ ସାମଲ ଓ ସୁଜିତ କୁମାର ବିଜେପି ପ୍ରାର୍ଥୀ
Rajya Sabha Election

Key Points

ରାଜ୍ୟସଭା ପାଇଁ ମନମୋହନ ସାମଲ, ସୁଜିତ କୁମାର ବିଜେପି ପ୍ରାର୍ଥୀ
ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ନାମ ଘୋଷଣା
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ରାଜ୍ୟସଭା ପାଇଁ ୨ ଜଣ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ୨୦୨୩ ମାର୍ଚ୍ଚ ୨୪ରୁ ରାଜ୍ୟ ବିଜେପି ସଭାପତି ଅଛନ୍ତି ମନମୋହନ ସାମଲ । ୧୯୯୯ରୁ ୨୦୦୪ ଯାଏଁ ବି ରାଜ୍ୟ ବିଜେପି ସଭାପତି ଥିଲେ ମନମୋହନ । ୨୦୦୦ରୁ ୨୦୦୪ ଯାଏଁ ରାଜ୍ୟସଭା ସଦସ୍ୟ ଥିଲେ ମନମୋହନ ସାମଲ । ମନମୋହନ ୨୦୦୪ରେ ଭଦ୍ରକର ଧାମନଗର ଆସନରୁ ବିଧାୟକ ହୋଇଥିଲେ । ୨୦୦୪ରୁ ବିଜେପି-ବିଜେଡି ମେଣ୍ଟ ସରକାରରେ ରାଜସ୍ବ ମନ୍ତ୍ରୀ ଥିଲେ ମନମୋହନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha Election 2026: Manmohan Samal & Sujeet Kumar Named BJP Candidates | Argus News