Dilip Ray Nomination / ରାଜ୍ୟସଭା ନିର୍ବାଚନ: ଚତୁର୍ଥ ଆସନରେ ହେବ ରୋଚକ ଲଢେଇ, ଦିଲୀପ ରାୟ ହେବେ ସ୍ବାଧୀନ ପ୍ରାର୍ଥୀ
·4 months ago·1 min read

Key Points
ଦିଲୀପ ରାୟ ହେବେ ସ୍ବାଧୀନ ରାଜ୍ୟସଭା ପ୍ରାର୍ଥୀ
ଆସନ୍ତା ୫ରେ ନାମାଙ୍କନ ଦାଖଲ କରିବେ
ପ୍ରାର୍ଥୀପତ୍ର ଦାଖଲ ନେଇ ସୂଚନା ଦେଲେ ଦିଲୀପ ରାୟ

ରାଜ୍ୟସଭା ନିର୍ବାଚନ ପାଇଁ ବଢ଼ିଲା ରୋମାଞ୍ଚ । ଚତୁର୍ଥ ଆସନରେ ହେବ ରୋଚକ ଲଢେଇ । ଦିଲୀପ ରାୟ ହେବେ ସ୍ବାଧୀନ ରାଜ୍ୟସଭା ପ୍ରାର୍ଥୀ । ଆସନ୍ତା ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲ କରିବେ ଦିଲୀପ ରାୟ । ପ୍ରାର୍ଥୀପତ୍ର ଦାଖଲ ନେଇ ସୂଚନା ଦେଲେ ଦିଲୀପ ରାୟ ।
ସେପଟେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ରାଜ୍ୟସଭା ପାଇଁ ୨ ଜଣ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ୨୦୨୩ ମାର୍ଚ୍ଚ ୨୪ରୁ ରାଜ୍ୟ ବିଜେପି ସଭାପତି ଅଛନ୍ତି ମନମୋହନ ସାମଲ । ୧୯୯୯ରୁ ୨୦୦୪ ଯାଏଁ ବି ରାଜ୍ୟ ବିଜେପି ସଭାପତି ଥିଲେ ମନମୋହନ । ୨୦୦୦ରୁ ୨୦୦୪ ଯାଏଁ ରାଜ୍ୟସଭା ସଦସ୍ୟ ଥିଲେ ମନମୋହନ ସାମଲ । ମନମୋହନ ୨୦୦୪ରେ ଭଦ୍ରକର ଧାମନଗର ଆସନରୁ ବିଧାୟକ ହୋଇଥିଲେ । ୨୦୦୪ରୁ ବିଜେପି-ବିଜେଡି ମେଣ୍ଟ ସରକାରରେ ରାଜସ୍ବ ମନ୍ତ୍ରୀ ଥିଲେ ମନମୋହନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories