Kerala New CM / କେତେ ଶିକ୍ଷିତ କେରଳମର ନୂଆ ମୁଖ୍ୟମନ୍ତ୍ରୀ ? ପାଖରେ ଅଛି କୋଟି କୋଟି ସମ୍ପତ୍ତି
·1 day ago·2 min read

Key Points
ଆଜିଠୁ କେରଳରେ ସତୀଶନ୍ ସରକାର
ଶିକ୍ଷିତ ରାଜ୍ୟ କେରଳର ମୁଖ୍ୟମନ୍ତ୍ରୀ କେତେ ଶିକ୍ଷିତ ?
ସତୀଶନ ଓ ପତ୍ନୀଙ୍କ ମୋଟ ସମ୍ପତ୍ତି କେତେ ?

ଭି.ଡି ସତୀଶନ କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ତାଙ୍କୁ କେରଳର ରାଜ୍ୟପାଳ ବିଶ୍ଵନାଥ ଆର୍ଲେକର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କେରଳର ଦେଶର ସାକ୍ଷର ଦେଶମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିବାବେଳେ ଏବେ ଲୋକଙ୍କ ମନରେ ପ୍ରଶ୍ନ ଯେ ଶିକ୍ଷିତ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ପାଠ ପଢିଛନ୍ତି । ୧୯୬୪ରେ କୋଚି ନିକଟ ନେଟ୍ଟୁରରେ ଜନ୍ମ ନେଇଥିବା ସତୀଶନ ପେଶାରେ ଜଣେ ଓକିଲ ଏବଂ ବେଶ ଉଚ୍ଚଶିକ୍ଷିତ ।
କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭି.ଡି ସତୀଶନ ପାଠପଢାରେ ବେଶ ଆଗରେ ଥିଲେ । ସେ ଥିରୁଅନନ୍ତପୁରମର କେରଳ ଲ' ଏକାଡେମୀର ଆଇନ ପାଠ ପଢି ଏଲଏଲବି ହାସଲ କରିଛନ୍ତି । ଏହାପରେ ସେ ସରକାରୀ ଆଇନ କଲେଜରେ ଏଲଏଲଏମ ଅର୍ଥାତ୍ ଆଇନ ଡିଗ୍ରୀରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସେ ରାଜନୀତିରେ ପାଦ ଥାପିବା ପୂର୍ବରୁ କୋର୍ଟରେ ଜଣେ ପେଶାଦାର ଓକିଲ ଭାବେ କାମ କରୁଥିଲେ । ବର୍ଷ ୨୦୦୧ରେ ଏର୍ଣ୍ଣାକୁଲମ ଜିଲ୍ଲାର ଉତ୍ତର ପରାଭୁରରେ ପ୍ରଥମ ଥର ବିଧାୟକ ହେବା ପୂର୍ବରୁ ସେ କେରଳ ହାଇକୋର୍ଟରେ ନିଜର ଆଇନ ଅଭ୍ୟାସ କରୁଥିଲେ ।
ପଢନ୍ତୁ ଏହି ଖବର: କେରଳମରେ କଂଗ୍ରେସର ନୂଆ ସରକାର: ଶପଥ ନେଲେ ଭି.ଡି ସତୀଶନ
କୋଟି କୋଟି ସମ୍ପତ୍ତିର ମାଲିକ ହେବା ସତ୍ତ୍ଵେ ମୁଖ୍ୟମନ୍ତ୍ରୀ ସତୀଶନ ଋଣ ମଧ୍ୟ କରିଛନ୍ତି । ନିର୍ବାଚନ ଆୟୋଗଙ୍କୁ ଦେଇଥିବା ତଥ୍ୟ ଅନୁସାରେ, ସେ ପ୍ରାୟ ୨୪ ଲକ୍ଷ ଟଙ୍କାର ଋଣ କରିଛନ୍ତି, ଯେଉଁଥିରେ କାର ଲାଗି ପ୍ରାୟ ୩.୨୯ ଲକ୍ଷ ଟଙ୍କା ଋଣ ଓ ଅନ୍ୟ ବ୍ୟାଙ୍କର ଋଣ ସାମିଲ ।

- ଛାତ୍ର ରାଜନୀତିରୁ ମୁଖ୍ୟମନ୍ତ୍ରୀ
- କେତେ ସମ୍ପତ୍ତି ରଖିଛନ୍ତି ସତୀଶନ ?
ପଢନ୍ତୁ ଏହି ଖବର: କେରଳମରେ କଂଗ୍ରେସର ନୂଆ ସରକାର: ଶପଥ ନେଲେ ଭି.ଡି ସତୀଶନ
କୋଟି କୋଟି ସମ୍ପତ୍ତିର ମାଲିକ ହେବା ସତ୍ତ୍ଵେ ମୁଖ୍ୟମନ୍ତ୍ରୀ ସତୀଶନ ଋଣ ମଧ୍ୟ କରିଛନ୍ତି । ନିର୍ବାଚନ ଆୟୋଗଙ୍କୁ ଦେଇଥିବା ତଥ୍ୟ ଅନୁସାରେ, ସେ ପ୍ରାୟ ୨୪ ଲକ୍ଷ ଟଙ୍କାର ଋଣ କରିଛନ୍ତି, ଯେଉଁଥିରେ କାର ଲାଗି ପ୍ରାୟ ୩.୨୯ ଲକ୍ଷ ଟଙ୍କା ଋଣ ଓ ଅନ୍ୟ ବ୍ୟାଙ୍କର ଋଣ ସାମିଲ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories