Pravat Biswal / ମହଙ୍ଗା ପଡ଼ିଲା ନବୀନଙ୍କ ସହ ଉଚ୍ଚବାଚ, ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ
·4 months ago

Key Points
ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ
ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ
ନବୀନଙ୍କ ସହ ଉଚ୍ଚବାଚ ପ୍ରଭାତଙ୍କୁ ପଡ଼ିଲା ମହଙ୍ଗା
ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ
ନବୀନଙ୍କ ସହ ଉଚ୍ଚବାଚ ପ୍ରଭାତଙ୍କୁ ପଡ଼ିଲା ମହଙ୍ଗା
ବିଜେଡିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହୋଇଛନ୍ତି । ନବୀନଙ୍କ ସହ ଉଚ୍ଚବାଚ ପ୍ରଭାତଙ୍କୁ ପଡ଼ିଲା ମହଙ୍ଗା । ରାଜ୍ୟସଭା ପ୍ରାର୍ଥୀ ଘୋଷଣାକୁ ବିରୋଧ କରିଥିଲେ ପ୍ରଭାତ । ନବୀନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ପ୍ରଭାତ ବିଶ୍ବାଳ । ଆଉ ପ୍ରଭାତଙ୍କୁ ଏବେ ଏହି ଚ୍ୟାଲେଞ୍ଜ ମହଙ୍ଗା ପଡ଼ିଛି । ବିଜେଡିରୁ ବିଦା ହୋଇଛନ୍ତି ପ୍ରଭାତ ବିଶ୍ବାଳ । କଟକ ଚୌଦ୍ବାରରୁ ୨ ଥର ବିଧାୟକ ପ୍ରଭାତ ବିଶ୍ବାଳ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories