TMC Leader Viral Video / ଲୁଚି ଯାଇଥିଲେ ଟିଏମସି ନେତା; ଶାଢ଼ି ଗଦାରୁ ଘୋଷାଡ଼ି ଆଣିଲା ପୋଲିସ
·2 hours ago·2 min read

Key Points
ପୋଲିସ କବଳରୁ ବର୍ତ୍ତିବା ପାଇଁ ଜଣେ ଟିଏମସି ନେତା ଶାଢୀ ଗଦା ତଳେ ଲୁଚି ଯାଇଛନ୍ତି।
TMC Leader Arrest Video: ସଦ୍ୟ ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଯାହା ତୌଣସି ଚଳଚ୍ଚିତ୍ରର ଜୃଶ୍ୟ
ଠାରୁ କମ୍ ନୁହେଁ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି। "କଟ ମନି" (Cut Money) ନେବା ଅଭିଯୋଗରେ ଜଣେ ସ୍ଥାନୀୟ ଟିଏମସି ନେତାଙ୍କୁ ପୋଲିସ ନାଟକୀୟ ଢଙ୍ଗରେ ଗିରଫ କରିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ସେହି ନେତା ଜଣଙ୍କ ଏପରି ଏକ ସ୍ଥାନ ବାଛିଥିଲେ ଯାହା ଦେଖିବା ପରେ ପୋଲିସ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ସମ୍ପୃକ୍ତ ଟିଏମସି ନେତା ଜଣଙ୍କ ସ୍ଥାନୀୟ ଏକ ଶାଢୀ ଗୋଦାମରେ ଲୁଚି ଯାଇଥିଲେ। ହେଲେ ସେ ପୋଲିସ ଦୃଷ୍ଟିରୁ ସେ ଖସି ପାରିନଥିଲେ। ପୋଲିସ ଶାଢୀ ଗଦା ତଳୁ ଟିଏମସି ନେତାଙ୍କୁ ଘୋଷାଡ଼ି ଆଣିଥିଲା।
ଏକ ଦୋକାନ ଭିତରେ ଶାଢ଼ି ଗଦା ତଳେ ଲୁଚି ଯାଇଥିଲେ ଟିଏମସି ନେତା
ନାଟକୀୟ ଢଙ୍ଗରେ ଟିଏମସି ନେତାଙ୍କୁ ଗିରଫ କରାଯିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଗିରଫଦାରୀ ଭୟରେ ଟିଏମସି ନେତା ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀ ଏକ ସ୍ଥାନୀୟ ଶାଢୀ ଦୋକାନ ଭିତରେ ଏକ ବଡ଼ ଶାଢ଼ୀ ଗଦା ତଳେ ଲୁଚି ଯାଇଥିଲେ। ହେଲେ ତାଙ୍କର ପ୍ରୟାସ ବିଫଳ ହୋଇଥିଲା। ଏନେଇ ଖବର ପାଇବା ପରେ, ପୋଲିସ ଦୋକାନରେ ପ୍ରବେଶ କରି ଟିଏମସି ନେତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲା। ଷ୍ଟୋରରୁମ୍ ରେ ଶାଢ଼ୀ ଗଦା ଦେଖି ପୋଲିସ ସନ୍ଦେହ କରିଥିଲେ। ପ୍ରଥମ ଗଦା ଉପରୁ କିଛି ଶାଢ଼ୀକୁ ହଟା ଯାଇଥିଲା। ଶେଷରେ ଗଦା ତଳେ ଲୁଚି ରହିଥିବା ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀଙ୍କୁ ଘଟଣାସ୍ଥଳରେ ମାଡ଼ି ବସିଥିଲା।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଗିରଫଦାରୀର ଭିଡ଼ିଓ
ସ୍ଥାନୀୟ ବାସିନ୍ଦା ଟିଏମସି ନେତା ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀଙ୍କ ବିରୋଧରେ ଆବାସ ଯୋଜନା ପାଣ୍ଠିରୁ କମିଶନ (କଟମନି) ନେଉଥିବାର ଅଭିଯୋଗ କରିଥିଲେ। ସେମାନେ ଥାନାରେ ଅଭିଯୋଗ ଦାୟର କରିଥିଲେ। ଯାହା ପରେ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହା ବ୍ୟତୀତ ତାଙ୍କ ବିରୋଧରେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ରାଜନୈତିକ ହିଂସାରେ ମଧ୍ୟ ସମ୍ପୃକ୍ତି ରହିଥିବାର ଅଭିଯୋଗ ହୋଇଛି। ଟିଏମସି ନେତାଙ୍କୁ ଶାଢ଼ୀ ଗଦା ତଳୁ ଟାଣି ବାହାର କରାଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଯାହା ଏବେ ପଶ୍ଚିମବଙ୍ଗ ରାଜନୀତିରେ ଆଲୋଚନାର ବିଷୟ ପାଲଟିଛି।

Bure Kaam Ka Bura Natija 😂
— Oxomiya Jiyori 🇮🇳 (@SouleFacts) June 7, 2026
No pile of clothes is big enough to hide from karma.
The man seen in the viral Howrah video is identified as local TMC leader Brahmananda Chakraborty, who faces allegations of taking “cut money” from housing scheme funds.
People may escape scrutiny… pic.twitter.com/LX5ENDKxum
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଗିରଫଦାରୀର ଭିଡ଼ିଓ
ସ୍ଥାନୀୟ ବାସିନ୍ଦା ଟିଏମସି ନେତା ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀଙ୍କ ବିରୋଧରେ ଆବାସ ଯୋଜନା ପାଣ୍ଠିରୁ କମିଶନ (କଟମନି) ନେଉଥିବାର ଅଭିଯୋଗ କରିଥିଲେ। ସେମାନେ ଥାନାରେ ଅଭିଯୋଗ ଦାୟର କରିଥିଲେ। ଯାହା ପରେ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହା ବ୍ୟତୀତ ତାଙ୍କ ବିରୋଧରେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ରାଜନୈତିକ ହିଂସାରେ ମଧ୍ୟ ସମ୍ପୃକ୍ତି ରହିଥିବାର ଅଭିଯୋଗ ହୋଇଛି। ଟିଏମସି ନେତାଙ୍କୁ ଶାଢ଼ୀ ଗଦା ତଳୁ ଟାଣି ବାହାର କରାଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଯାହା ଏବେ ପଶ୍ଚିମବଙ୍ଗ ରାଜନୀତିରେ ଆଲୋଚନାର ବିଷୟ ପାଲଟିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
TMC leader hiding under sareesBrahmananda Chakraborty arrested HowrahWest Bengal politician caught in saree pileTMC cut money extortion arrest viral videoWest Bengal politician saree pile arrestTMC cut money extortion arrestUdaynarayanpur TMC leader viral videoHowrah police raid clothing storeBengal political violence arrest 2026Tantuja godown Amta police raid