BJP Candidate List / ପଶ୍ଚିମବଙ୍ଗରେ BJP ଜାରି କଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ରୂପା ଗାଙ୍ଗୁଲିଙ୍କୁ ମିଳିଲା ଟିକେଟ୍
·3 months ago·2 min read

Key Points
ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା
ପଶ୍ଚିମବଙ୍ଗ ପାଇଁ ବିଜେପିର ୧୧୧ ଜଣିଆ ତାଲିକା ପ୍ରକାଶ
ମଠଭଙ୍ଗାରୁ ଲଢ଼ିବେ ନିଶିତ ପରମାଣିକ

ପଶ୍ଚିମବଙ୍ଗରେ ବଢ଼ୁଛି ନିର୍ବାଚନ ତାତି । ଭୋଟିଂ ତାରିଖ ଯେତିକି ପାଖଉଛି ସରଗରମ ହେଉଛି ରାଜ୍ୟ ରାଜନୀତି । ଏସବୁ ମଧ୍ୟରେ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରି ପ୍ରକାଶ କରିଛି । ଏହି ତାଲିକାକୁ ଦେଖିଲେ ସ୍ପଷ୍ଟ ଯେ ଦଳ ଜିତିବା ପାଇଁ ସମସ୍ତ ପ୍ରୟାସ କରିଛି । ଏହି ତାଲିକାରେ କେବଳ ରାଜନେତା ନୁହଁନ୍ତି ବରଂ ପ୍ରମୁଖ ବ୍ୟକ୍ତି, ପୂର୍ବତନ ସରକାରୀ ଅଧିକାରୀ ଏବଂ ବଙ୍ଗାଳୀ ସିନେମା ତାରକାମାନେ ମଧ୍ୟ ଅଛନ୍ତି ।
ଦଳ ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିତ ପରମାଣିକଙ୍କୁ ମଠଭଙ୍ଗାରୁ ଲଢ଼ିବା ପାଇଁ ଟିକେଟ୍ ଦେଇଛି । ସେହିପରି ସୋନାରପୁର ଦକ୍ଷିଣରୁ ନିର୍ବାଚନ ଲଢ଼ିବେ ରୂପା ଗାଙ୍ଗୁଲି । ସେହିପରି ମେକଲିଗଞ୍ଜରୁ ଦଧିରାମ ରାୟ, ମଦାରୀହାଟରୁ ଲକ୍ଷ୍ମଣ ଲିମ୍ବୁ, ଧୂପଗୁଡ଼ିରୁ ନରେଶ ଚନ୍ଦ୍ର ରାୟ, ମୟନାଗୁଡ଼ିରୁ କୌଶିକ ରାୟ, ଜଳପାଇଗୁଡ଼ିରୁ ଅନନ୍ତ ଦେବ ଅଧିକାରୀ, ଦାର୍ଜିଲିଂରୁ ନୋମାନ ରାୟ, ଇଟାହାରରୁ ସବିତା ବର୍ମନ, ଫରକ୍କାରୁ ସୁନୀଲ ଚୌଧୁରୀ, ଜାଙ୍ଗିପୁରରୁ ଚିତ୍ତୋ ମୁଖାର୍ଜୀ ଏବଂ ରାଣୀନଗରରୁ ରାଣା ପ୍ରତାପ ସିଂହ ରାୟଙ୍କୁ ମଧ୍ୟ ଟିକେଟ ଦେଇଛି ।
ବିଜେପି ଆଗ୍ରା ଆସନରୁ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ଦିବ୍ୟେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି। ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଥିବା ସନ୍ଦେଶଖାଲି ନିର୍ବାଚନମଣ୍ଡଳୀରୁ ସନତ ସର୍ଦ୍ଦାର ଦଳର ପ୍ରାର୍ଥୀ ହୋଇଛନ୍ତି । ସନ୍ଦେଶଖାଲି ଆନ୍ଦୋଳନରୁ ଉଭା ହୋଇଥିବା ନେତ୍ରୀ ରେଖା ପାତ୍ରଙ୍କୁ ହିଙ୍ଗଲଗଞ୍ଜରୁ ପ୍ରାର୍ଥୀ କରାଯାଇଛି ।
ବିଜେପି ତା'ର ପ୍ରଥମ ତାଲିକାରେ ୧୪୪ ଏବଂ ଦ୍ୱିତୀୟ ତାଲିକାରେ ୧୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଏପର୍ଯ୍ୟନ୍ତ ୩୯ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ।

भाजपा की केंद्रीय चुनाव समिति ने पश्चिम बंगाल विधानसभा चुनाव 2026 के लिए अपनी दूसरी सूची में निम्नलिखित उम्मीदवारों के नामों पर अपनी स्वीकृति प्रदान की। (1/2) pic.twitter.com/sCdVdulkM8
— BJP (@BJP4India) March 19, 2026
ବିଜେପି ଆଗ୍ରା ଆସନରୁ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ଦିବ୍ୟେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି। ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଥିବା ସନ୍ଦେଶଖାଲି ନିର୍ବାଚନମଣ୍ଡଳୀରୁ ସନତ ସର୍ଦ୍ଦାର ଦଳର ପ୍ରାର୍ଥୀ ହୋଇଛନ୍ତି । ସନ୍ଦେଶଖାଲି ଆନ୍ଦୋଳନରୁ ଉଭା ହୋଇଥିବା ନେତ୍ରୀ ରେଖା ପାତ୍ରଙ୍କୁ ହିଙ୍ଗଲଗଞ୍ଜରୁ ପ୍ରାର୍ଥୀ କରାଯାଇଛି ।
ବିଜେପି ତା'ର ପ୍ରଥମ ତାଲିକାରେ ୧୪୪ ଏବଂ ଦ୍ୱିତୀୟ ତାଲିକାରେ ୧୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଏପର୍ଯ୍ୟନ୍ତ ୩୯ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories