Mamata Banerjee / ବଦଳିଗଲା ମମତାଙ୍କ ଦଳର ନାଁ ଓ ଚିହ୍ନ; ଋତବ୍ରତଙ୍କ ଦଳକୁ କଣ ମିଳିଲା ?
·1 hour ago·2 min read

Key Points
ସରଗରମ ପଶ୍ଚିମବଙ୍ଗ ରାଜନୀତି
ବଦଳିଲା ଦିଦିଙ୍କ ଦଳର ନାଁ ଓ ଚିହ୍ନ
ବଡ଼ ଘୋଷଣା କଲେ ନିର୍ବାଚନ ଆୟୋଗ
ବଦଳିଲା ଦିଦିଙ୍କ ଦଳର ନାଁ ଓ ଚିହ୍ନ
ବଡ଼ ଘୋଷଣା କଲେ ନିର୍ବାଚନ ଆୟୋଗ
କୋଲକାତା: ବଦଳିଲା ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳର ନାଁ ଓ ଚିହ୍ନ । ୨୦୨୬ ବିଧାନସଭା ନିର୍ବାଚନ ପରେ ଟିଏମସି ଦଳ ଭିତରେ ଫାଟ ସୃଷ୍ଟି ହେବାପରେ ଦଳ ମଧ୍ୟ ଦୁଇ ଫାଳ ହୋଇଥିଲା । ନିକଟରେ ଭାରତୀୟ ନିର୍ବାଚନ ଆୟୋଗ ଟିଏମସିର ପାରମ୍ପରିକ ଚିହ୍ନ 'ଫୁଲ ଓ ଘାସ' ଏବଂ ନାଁ 'ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ'କୁ ଫ୍ରିଜ୍ କରିଥିଲେ । ଏବେ ମମତାଙ୍କ ଗୋଷ୍ଠୀ ଓ ଋତବ୍ରତଙ୍କ ଗୋଷ୍ଠୀ ପାଇଁ ଦୁଇଟି ନୂଆ ନାମ ଓ ଦଳୀୟ ଚିହ୍ନ ଘୋଷଣା କରିଛନ୍ତି ।
ମମତା ବାନାର୍ଜୀଙ୍କ ଦଳର ନାମ "ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ" ରଖାଯାଇଛି, ସେପଟେ ବିଦ୍ରୋହୀ ଋତବ୍ରତଙ୍କ ଗୋଷ୍ଠୀର ନାମ "ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ" ରଖାଯାଇଛି । ଭାରତର ନିର୍ବାଚନ ଆୟୋଗ ଉଭୟ ଦଳକୁ ଅଲଗା ନିର୍ବାଚନ ଚିହ୍ନ ମଧ୍ୟ ପ୍ରଦାନ କରିଛନ୍ତି । ମମତାଙ୍କ ଦଳ "ଫୁଟବଲ୍ ଖେଳାଳି" ହେବ ଏବଂ ଋତବ୍ରତଙ୍କ ଦଳ "ଏନଭେଲପ୍" ଚିହ୍ନ ଦିଆଯାଇଛି ।
ପଢନ୍ତୁ ଏହି ଖବର: ଉପନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ନେଲେ ବଡ଼ ନିଷ୍ପତ୍ତି; ଟିଏମସି ନାମ ଏବଂ ନିର୍ବାଚନ ଚିହ୍ନ ହୋଇଗଲା ଫ୍ରିଜ୍

#WATCH | Kolkata: On EC's verdict on TMC party name and symbol, West Bengal LoP Ritabrata Banerjee says, "We make decisions collectively... We started reaching out to people just last night, and a virtual meeting took place this morning. We had submitted three preferences: first,… pic.twitter.com/kBJ0mP3u9O
— ANI (@ANI) September 18, 2026
- ଅସଲି TMCକୁ ନେଇ ଥିଲା ବିବାଦ
- ନିଜ ପସନ୍ଦର ନାଁ ଓ ଚିହ୍ନ ଦାଖଲ କରିଥିଲେ
ପଢନ୍ତୁ ଏହି ଖବର: ଉପନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ନେଲେ ବଡ଼ ନିଷ୍ପତ୍ତି; ଟିଏମସି ନାମ ଏବଂ ନିର୍ବାଚନ ଚିହ୍ନ ହୋଇଗଲା ଫ୍ରିଜ୍
- ନିର୍ବାଚନ କମିଶନ କଣ ନିର୍ଦ୍ଦେଶ ଦେଇଥିଲେ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories