Epang Opang Jhapang / ଦିଦିଙ୍କ 'ଏପାଙ୍ଗ ଓପାଙ୍ଗ ଝପାଙ୍ଗ' କଣ ? ରୋକ୍ ଲଗାଇଲେ ଶୁଭେନ୍ଦୁ
·2 months ago·2 min read

Key Points
ପଶ୍ଚିମବଙ୍ଗରେ ସରଗରମ ରାଜନୀତି
ଦିଦିଙ୍କୁ ଲାଗିଲା ଆଉ ଏକ ଝଟକା
'ଏପାଙ୍ଗ ଓପାଙ୍ଗ ଝପାଙ୍ଗ' ଉପରେ ରୋକ୍
ଦିଦିଙ୍କୁ ଲାଗିଲା ଆଉ ଏକ ଝଟକା
'ଏପାଙ୍ଗ ଓପାଙ୍ଗ ଝପାଙ୍ଗ' ଉପରେ ରୋକ୍
ପଶ୍ଚିମବଙ୍ଗରେ ରାଜନୀତି ନିର୍ବାଚନ ପରେ ମଧ୍ୟ ବେଶ ସରଗରମ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋଙ୍କୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା । ଦଳ ଭିତରେ ଅନ୍ତଃକନ୍ଦଳ ଲାଗି ରହିଥିବାବେଳେ ବିଧାୟକ ଓ ସାଂସଦ ବିଦ୍ରୋହୀ ସାଜିଛନ୍ତି । ଏହାରି ଭିତରେ ଏବେ ଶୁଭେନ୍ଦୁ ସରକାର ଦିଦିଙ୍କୁ ଆଉ ଏକ ଝଟକା ଦେଇଛନ୍ତି । ଦିଦିଙ୍କ 'ଏପାଙ୍ଗ ଓପାଙ୍ଗ ଝପାଙ୍ଗ' ଉପରେ ରୋକ୍ ଲଗାଇଛନ୍ତି ସିଏମ ଶୁଭେନ୍ଦୁ ।
ଶୁଭେନ୍ଦୁ ସରକାର ଗୋଟିଏ ପଟେ ସରକାରୀ ପୁସ୍ତକାଳୟରେ ମମତା ବାନାର୍ଜୀଙ୍କ ଦ୍ଵାରା ଲିଖିତ ପୁସ୍ତକଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଟିଏମସି ଶାସନରେ ୬୩୫ କୋଟି ଟଙ୍କାର ଏକ ମହା ବିଜ୍ଞାପନ ଘୋଟାଲାର ଫାଇଲ୍ ଖୋଲି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଥମେ ଆସନ୍ତୁ ଜାଣିନେବା ଦିଦିଙ୍କ 'ଏପାଙ୍ଗ ଓପାଙ୍ଗ ଝପାଙ୍ଗ' କଣ ?
ପଢନ୍ତୁ ଏହି ଖବର: ମମତାଙ୍କ ସାୟନି ସାଜିଲେ ବିଦ୍ରୋହୀ, ୧୭ବର୍ଷରେ ସାଜିଥିଲେ ହିରୋଇନ୍; ପାଖରେ ରଖିଛନ୍ତି କେତେ ସମ୍ପତ୍ତି ?
ଏବେ ଏହି ପୁସ୍ତକଗୁଡ଼ିକୁ ପଶ୍ଚିମବଙ୍ଗ ରାଜ୍ୟ ପୁସ୍ତକାଳୟରୁ ହଟାଇବା ଉପରେ ବିଚାର କରାଯାଉଛି । ଏ ନେଇ ପଶ୍ଚିମବଙ୍ଗ ପୁସ୍ତକାଳୟ ମନ୍ତ୍ରୀ ଗିରିଶଙ୍କର ଘୋଷ ସ୍ପଷ୍ଟ ଭାବରେ କହିଛନ୍ତି, "ଲୋକମାନେ ଜ୍ଞାନ ଅର୍ଜନ କରିବା ପାଇଁ ପାଠାଗାରକୁ ଯାଆନ୍ତି । ତେଣୁ ସେଠାରେ ଉପଲବ୍ଧ ପୁସ୍ତକଗୁଡ଼ିକ ରହିବା ଆବଶ୍ୟକ, ଯାହାକୁ ପଢ଼ାଯାଇ ଲୋକଙ୍କ ଜ୍ଞାନକୁ ସମୃଦ୍ଧ କରାଯାଇପାରିବ ।"

- ଏପାଙ୍ଗ ଓପାଙ୍ଗ ଝପାଙ୍ଗ କଣ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ରାଜ୍ୟର ବିଭିନ୍ନ ପାଠାଗାରରୁ ହଟିବ ଦିଦିଙ୍କ ପୁସ୍ତକ
- ୫୧୫ଟି ପୁସ୍ତକ ମଧ୍ୟରୁ ୯୦ଟି ପୁସ୍ତକ ମମତାଙ୍କର
Related Topics
Explore more stories