Rath Yatra Advisory / ପୋଲିସର ନିର୍ଦ୍ଦେଶାବଳୀ ମାନିବାକୁ ଅପିଲ୍; ଛୋଟ ପିଲା ଏବଂ ବୟସ୍କଙ୍କୁ ନେଇ ପୁରୀ ଆସନି
·1 hour ago·2 min read

Key Points
ରଥଯାତ୍ରା ପାଇଁ ପୁରୀରେ ଅସମ୍ଭାଳ ଭିଡ଼
ପୋଲିସର ନିର୍ଦ୍ଦେଶାବଳୀ ମାନିବାକୁ ଅପିଲ୍
ଛୋଟ ପିଲା ଏବଂ ବୟସ୍କଙ୍କୁ ନେଇ ପୁରୀ ଆସନି
ପୋଲିସର ନିର୍ଦ୍ଦେଶାବଳୀ ମାନିବାକୁ ଅପିଲ୍
ଛୋଟ ପିଲା ଏବଂ ବୟସ୍କଙ୍କୁ ନେଇ ପୁରୀ ଆସନି
ପୁରୀ: ଗତକାଲି ଅଧାରେ ଅଟକିଥିବା ଆସ୍ଥାର ଯାତ୍ରା ଆଜି ପୂର୍ଣ୍ଣତା ପାଇଛି । ଗତକାଲି ସମୟ ସହ ଅଟକିଯାଇଥିବା ରଥ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ଭକ୍ତିର ସ୍ପର୍ଶରେ ମା' ଗୁଣ୍ଡିଚାଙ୍କ ଦ୍ୱାରରେ ପହଞ୍ଚିଛି । ଗତକାଲି ଭଳି ଆଜି ବି ଭକ୍ତଙ୍କ ମଧ୍ୟରେ ସେହି ଉତ୍ସାହ ଦେଖିବାକୁ ମିଳିଛି । ସକାଳୁ ସକାଳୁ ବଡ଼ଦାଣ୍ଡରେ ଜମିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ସମୁଦ୍ର । ତେବେ ଭିଡ଼କୁ ଦୃଷ୍ଟିରେ ରଖି ଛୋଟ ପିଲା ଏବଂ ବୟସ୍କଙ୍କୁ ନେଇ ପୁରୀ ନ ଆସିବାକୁ ପୋଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି ।
ରଥଯାତ୍ରା ପାଇଁ ସାରା ବିଶ୍ଵରୁ ଅନେକ ଭକ୍ତ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି । ରାତିସାରି ବଡ଼ଦାଣ୍ଡରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ବିଶେଷ କରି ନନ୍ଦିଘୋଷ ସାମ୍ନାରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଛି । ଭିଡ଼ ଯୋଗୁଁ ଅଣନିଶ୍ବାସୀ ହୋଇ ରଥଯାତ୍ରା ଦିନ ଜଣେ ଭକ୍ତଙ୍କ ଜୀବନ ଯାଇଛି । ପୁରୀ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଉ ଜଣେ ଶ୍ରଦ୍ଧାଳୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ପଢନ୍ତୁ ଏହି ଖବର: ରଥଯାତ୍ରାରେ ଅଘଟଣ, ଅଣନିଃଶ୍ବାସୀ ହୋଇ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ

- ଭକ୍ତଙ୍କୁ DGଙ୍କ ଅପିଲ୍
ପଢନ୍ତୁ ଏହି ଖବର: ରଥଯାତ୍ରାରେ ଅଘଟଣ, ଅଣନିଃଶ୍ବାସୀ ହୋଇ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ
- କାଲି ଜନ୍ମବେଦୀକୁ ବିଜେ କରିବେ ତିନି ଠାକୁର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories