BCCI decision / ଟି-୨୦ ବିଶ୍ଵକପ୍ ୨୦୨୬; ଖେଳାଳିଙ୍କୁ ପରିବାରଠୁ ଦୂରେଇଲା BCCI
·5 months ago·2 min read

Key Points
ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ବିସିସିଆଇ କଡ଼ା ଆଭିମୁଖ୍ୟ
ପରିବାର ସହ ରହିବାକୁ ଖେଳାଳିଙ୍କୁ କଲା ବାରଣ
ଏବେ ବିଶ୍ଵକପ୍ ଉପରେ ପୁରା ଫୋକସ୍
ପରିବାର ସହ ରହିବାକୁ ଖେଳାଳିଙ୍କୁ କଲା ବାରଣ
ଏବେ ବିଶ୍ଵକପ୍ ଉପରେ ପୁରା ଫୋକସ୍
ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟି-୨୦ ବିଶ୍ଵକପ୍ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ବୋର୍ଡ ନିଜର ପୂର୍ବ ନିୟମକୁ ବଜାୟ ରଖି ଟୁର୍ଣ୍ଣାମେଣ୍ଟ ସମୟରେ ଭାରତୀୟ କ୍ରିକେଟରଙ୍କୁ ନିଜ ପରିବାରଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛି । ଫଳରେ ଖେଳାଳିମାନେ ନିଜ ପତ୍ନୀ, ବାନ୍ଧବୀ ବା ଅନ୍ୟ କୌଣସି ପରିବାର ସଦସ୍ୟଙ୍କ ସହିତ ଖେଳ ମଝିରେ ରହିପାରିବେ ନାହିଁ । ଏକ ରିପୋର୍ଟ ଅନୁସାରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ଖେଳାଳିଙ୍କ ପରିବାରକୁ ସାମିଲ କରିବା ଲାଗି ଅନୁମତି ମାଗିଥିଲା । ହେଲେ ବୋର୍ଡ ସିଧାସିଧା ଏଥିଲାଗି ମନା କରିଦେଇଛି ।
ଏଥିସହ ପଢନ୍ତୁ: ICCର ଅଲ୍ଟିମେଟମ୍ ପରେ ନଇଁଲା ପାକିସ୍ତାନ, ଭାରତ ସହ ଖେଳିବ ଟି-ଟ୍ଵେଣ୍ଟି ବିଶ୍ଵକପ୍
- ପତ୍ନୀଙ୍କ ସହ ରହିପାରିବେନି କ୍ରିକେଟର
- ନିଜ ନିୟମରେ ଅଟଳ ବିସିସିଆଇ
- ପୂର୍ବରୁ ବି ନିଆଯାଇଛି ନିଷ୍ପତ୍ତି
ଏଥିସହ ପଢନ୍ତୁ: ICCର ଅଲ୍ଟିମେଟମ୍ ପରେ ନଇଁଲା ପାକିସ୍ତାନ, ଭାରତ ସହ ଖେଳିବ ଟି-ଟ୍ଵେଣ୍ଟି ବିଶ୍ଵକପ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories