|
logo
Live

Argus News - ସେମି ଫାଇନାଲରେ ଆଫଗାନିସ୍ତାନ , ବିଶ୍ବକପରୁ ବିଦା ଅଷ୍ଟ୍ରେଲିଆ

Sports

ସେମି ଫାଇନାଲରେ ଆଫଗାନିସ୍ତାନ , ବିଶ୍ବକପରୁ ବିଦା ଅଷ୍ଟ୍ରେଲିଆ

Swayangprajna Mishra
Browse all articles by Swayangprajna Mishra
·1 year ago
ସେମି ଫାଇନାଲରେ ଆଫଗାନିସ୍ତାନ , ବିଶ୍ବକପରୁ ବିଦା ଅଷ୍ଟ୍ରେଲିଆ

ଅର୍ଗସ ବ୍ୟୁରୋ : ଟି ଟ୍ବେଣ୍ଟି ବିଶ୍ବକପ ସେମି ଫାଇନାଲରେ ଆଫଗାନିସ୍ତାନ । ବାଂଲାଦେଶକୁ ୮ ରନରେ ହରାଇ ସେମିରେ ଆଫଗାନିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଡିଏଲ୍ ମେଥଡରେ ୮ ରନରେ ଜିତିଲା ଆଫଗାନିସ୍ତାନ । ଆଫଗାନିସ୍ତାନ ବିଜୟ ସହ ସେମିରୁ ବାଦ୍ ପଡିଲା ଅଷ୍ଟ୍ରେଲିଆ । ଗତକାଲି ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇଥିଲା ଭାରତ ।

ଅଧିକ ପଢନ୍ତୁ : ଅଷ୍ଟ୍ରେଲିଆକୁ 24 ରନରେ ହରାଇଲା ଭାରତ

ତେବେ ୨୭ରେ ଇଂଲଣ୍ଡ ଭାରତ ହେବେ ମୁହାମୁହିଁ । ସେହିପରି ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ସହ ଆଫଗାନିସ୍ତାନ ହେବ କଡା ଟକ୍କର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସେମି ଫାଇନାଲରେ ଆଫଗାନିସ୍ତାନ , ବିଶ୍ବକପରୁ ବିଦା ଅଷ୍ଟ୍ରେଲିଆ | Argus News