Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ୟାରିସରେ ଭାରତୀୟ ହକି ଦଳର ଚମତ୍କାର ପ୍ରଦର୍ଶନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ପ୍ୟାରିସରେ ଭାରତୀୟ ହକି ଦଳର ଚମତ୍କାର ପ୍ରଦର୍ଶନ

ଅର୍ଗସ ବ୍ୟୁରୋ : ଆଉ ଗୋଟିଏ ପଦକର ନିକଟତର ଭାରତ । ପ୍ୟାରିସରେ ଭାରତୀୟ ହକି ଦଳର ଚମତ୍କାର ପ୍ରଦର୍ଶନ ।  ସୁଟ୍ ଆଉଟରେ ଗ୍ରେଟ୍ ବ୍ରିଟେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ମ୍ୟାଚର ହିରୋ ପାଲଟିଲେ ଗୋଲକିପର ପି.ଆର୍ ଶ୍ରୀଜେଶ୍ । ପୁରୁଷ ହକି ସେମିଫାଇନାଲରେ ଟିମ ଇଣ୍ଡିଆ ଏକ ରୋମାଂଚକ ମୁକାବିଲାରେ ଗ୍ରେଟ ବ୍ରିଟେନକୁ ସୁଟଆଉଟରେ ୪-୨ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।

ଅଧିକ ପଢନ୍ତୁ : ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ଭାରତ: ସୁଟଆଉଟରେ ଗ୍ରେଟ ବ୍ରିଟେନକୁ ୪-୨ ଗୋଲରେ ହରାଇଲା ଭାରତ

ଅମୀତ ରୋହିଦାସ ରେଡକାର୍ଡ ପାଇବା ଯୋଗୁ ଭାରତକୁ ଅଧିକାଂଶ ସମୟ ୧୦ଜଣ ଖେଳାଳିଙ୍କ ସହ ଖେଳିବାକୁ ପଡିଥିଲା । ଅଧିନାୟକ ହରମନପ୍ରୀତ ସିଂ ୨୨ତମ ମିନିଟରେ ଭାରତକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amazing performance of Indian hockey team in Paris | Argus News