ଆମେରିକାର ଐତିହାସିକ ବିଜୟ , ସୁପର ଓଭରରେ ହାରିଲା ପାକିସ୍ତାନ
·1 year ago

ଅର୍ଗସ ବ୍ୟୁରୋ : ସୁପର ଓଭରରେ ହାରିଲା ପାକିସ୍ତାନ । ଟି-୨୦ ବିଶ୍ବକପରେ ଆମେରିକାର ଐତିହାସିକ ବିଜୟ । ୫ ରନରେ ପାକିସ୍ତାନକୁ ହରାଇଲା ଆମେରିକା । ପାକିସ୍ତାନର ସ୍କୋର ରହିଛି ୧୫୯/୭ , ଆମେରିକାର ସ୍କୋର ରହିଛି ୧୫୯ / ୩ । ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ପାକିସ୍ତାନ ୧୫୯ ରନ କରିଥିଲା ।
ଅଧିକ ପଢନ୍ତୁ : ଟି-20 ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ
ଜବାବରେ ୩ ୱିକେଟ ହରାଇ ଆମେରିକା ସମାନ ସ୍କୋର କରିଥିଲା । ମ୍ୟାଚ ଡ୍ର ରହିବାରୁ ଖେଳା ଯାଇଥିଲା ସୁପର ଓଭର୍ । ସୁପର ଓଭରରେ ୧୯ ରନର ଟାର୍ଗେଟ ଦେଇଥିଲା ଆମେରିକା । ୬ ବଲରେ ମାତ୍ର ୧୩ ରନ୍ କରି ପାରିଥିଲା ପାକିସ୍ତାନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: