Asian Games Cricket Fixtures / ଏସିଆନ୍ ଗେମ୍ସ ପାଇଁ ଜାରି ହେଲା କ୍ରିକେଟ୍ ସୂଚୀ, ଜାଣନ୍ତୁ କେବେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
·1 hour ago·2 min read

Key Points
କ୍ୱାର୍ଟରଫାଇନାଲରୁ ଟିମ୍ ଇଣ୍ଡିଆର ଏଣ୍ଟ୍ରି
ଆସିଲା ଏସିଆନ୍ ଗେମ୍ସ କ୍ରିକେଟ୍ ସୂଚୀ
ସ୍ୱର୍ଣ୍ଣ ପଦକ ଉପରେ ଭାରତର ନଜର
ଆସିଲା ଏସିଆନ୍ ଗେମ୍ସ କ୍ରିକେଟ୍ ସୂଚୀ
ସ୍ୱର୍ଣ୍ଣ ପଦକ ଉପରେ ଭାରତର ନଜର
ଜାପାନରେ ଏଥର ଦେଖିବାକୁ ମିଳିବ କ୍ରିକେଟର ଜୋରଦାର ଲଢ଼େଇ । ସେପ୍ଟେମ୍ବର ୧୯ରୁ ଏସିଆନ୍ ଗେମ୍ସ ଆରମ୍ଭ ହେଉଥିବା ବେଳେ, ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍ ପଦକ ପାଇଁ ମଇଦାନକୁ ଓହ୍ଲାଇବେ । ଦେଶର ୫୨୩ ଜଣ ଖେଳାଳି ୩୫ଟି କ୍ରୀଡ଼ାରେ ଭାରତ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ କ୍ରିକେଟକୁ ନେଇ ଏବେଠାରୁ ବଢ଼ିଛି ଉତ୍ସାହ ।
ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ । ମୋଟ ୧୦ଟି ଦଳ ଏଥିରେ ଭାଗ ନେବେ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ରାଙ୍କିଂର ଫାଇଦା ପାଇ ସିଧାସଳଖ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ ତା’ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଖେଳିବ ।
ପୁରୁଷ ଏସିଆନ୍ ଗେମ୍ସରେ ସାମିଲ ହେଉଥିବା ଦଳ
ଗ୍ରୁପ୍ A - ଆଫଗାନିସ୍ତାନ, ଜାପାନ, ନେପାଳ
ଗ୍ରୁପ୍ B -ହଂକଂ, ମ୍ୟାଲେସିଆ, ଓମାନ
କ୍ବାର୍ଟର ଫାଇନାଲ ଯାଇଥିବା ଦଳ: ବାଂଲାଦେଶ, ଭାରତ, ପାକିସ୍ତାନ, ଶ୍ରୀଲଙ୍କା
ସେହିପରି ମହିଳା କ୍ରିକେଟରେ ମୋଟ ୮ଟି ଦଳ ଭାଗ ନେବେ । ଏଠାରେ ସିଧାସଳଖ କ୍ୱାର୍ଟରଫାଇନାଲରୁ ନକ୍ଆଉଟ୍ ପର୍ଯ୍ୟାୟ ଆରମ୍ଭ ହେବ। ଭାରତୀୟ ମହିଳା ଟିମ୍ ସେପ୍ଟେମ୍ବର ୧୭ରେ ଆୟୋଜକ ଜାପାନ ବିପକ୍ଷରେ ନିଜର କ୍ୱାର୍ଟରଫାଇନାଲ ମ୍ୟାଚ୍ ଖେଳିବ । ସେପ୍ଟେମ୍ବର ୨୦ରେ ଦୁଇଟି ସେମିଫାଇନାଲ ଏବଂ ସେପ୍ଟେମ୍ବର ୨୨ରେ ବ୍ରୋଞ୍ଜ ଓ ଗୋଲ୍ଡ ମେଡାଲ୍ ମ୍ୟାଚ୍ ଖେଳାଯିବ । ମହିଳା ବିଭାଗରେ ଭାରତ ସହ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଜାପାନ, ଚୀନ୍ ଓ ମାଲେସିଆ ଭାଗ ନେବେ ।
ପୁରୁଷ ଟୁର୍ଣ୍ଣାମେଣ୍ଟ ସୂଚୀ
ସେପ୍ଟେମ୍ବର ୨୪ - ଆଫଗାନିସ୍ତାନ ବନାମ ଜାପାନ
ସେପ୍ଟେମ୍ବର ୨୪ - ହଂକଂ ବନାମ ମାଲେସିଆ
ସେପ୍ଟେମ୍ବର ୨୫ - ଆଫଗାନିସ୍ତାନ ବନାମ ନେପାଳ
ସେପ୍ଟେମ୍ବର ୨୫ - ହଂକଂ ବନାମ ଓମାନ
ସେପ୍ଟେମ୍ବର ୨୬ - ଜାପାନ ବନାମ ନେପାଳ
ସେପ୍ଟେମ୍ବର ୨୬ - ମାଲେସିଆ ବନାମ ଓମାନ
ସେପ୍ଟେମ୍ବର ୨୮ - ପ୍ରଥମ କ୍ୱାର୍ଟରଫାଇନାଲ - ଭାରତ ବନାମ ଗ୍ରୁପ୍ 'A' ରନର୍ସ-ଅପ୍
ସେପ୍ଟେମ୍ବର ୨୮ - ଦ୍ୱିତୀୟ କ୍ୱାର୍ଟରଫାଇନାଲ - ପାକିସ୍ତାନ ବନାମ ଗ୍ରୁପ୍ 'B' ରନର୍ସ-ଅପ୍
ସେପ୍ଟେମ୍ବର ୨୯ - ତୃତୀୟ କ୍ୱାର୍ଟରଫାଇନାଲ - ବାଂଲାଦେଶ ବନାମ ଗ୍ରୁପ୍ B ବିଜେତା
ସେପ୍ଟେମ୍ବର ୨୯ - ଚତୁର୍ଥ କ୍ୱାର୍ଟରଫାଇନାଲ - ଶ୍ରୀଲଙ୍କା ବନାମ ଗ୍ରୁପ୍ A ବିଜେତା
ଅକ୍ଟୋବର ୧ - ପ୍ରଥମ ସେମି-ଫାଇନାଲ
ଅକ୍ଟୋବର ୧ - ଦ୍ୱିତୀୟ ସେମି-ଫାଇନାଲ
ଅକ୍ଟୋବର ୩ - କାଂସ୍ୟ ପଦକ ମ୍ୟାଚ୍
ଅକ୍ଟୋବର ୩ - ସ୍ୱର୍ଣ୍ଣ ପଦକ ମ୍ୟାଚ୍
ମହିଳା ଟୁର୍ଣ୍ଣାମେଣ୍ଟ ସୂଚୀ
ସେପ୍ଟେମ୍ବର ୧୭ - ଭାରତ ବନାମ ଜାପାନ - ପ୍ରଥମ କ୍ୱାର୍ଟର-ଫାଇନାଲ
ସେପ୍ଟେମ୍ବର ୧୭ - ବାଂଲାଦେଶ ବନାମ ଚୀନ - ଦ୍ୱିତୀୟ କ୍ୱାର୍ଟର-ଫାଇନାଲ
ସେପ୍ଟେମ୍ବର ୧୮ - ମାଲେସିଆ ବନାମ ଶ୍ରୀଲଙ୍କା - ତୃତୀୟ କ୍ୱାର୍ଟର-ଫାଇନାଲ
ସେପ୍ଟେମ୍ବର ୧୮ - ପାକିସ୍ତାନ ବନାମ ଥାଇଲ୍ୟାଣ୍ଡ - ଚତୁର୍ଥ କ୍ୱାର୍ଟର-ଫାଇନାଲ୍
ସେପ୍ଟେମ୍ବର 20 - ପ୍ରଥମ ସେମି-ଫାଇନାଲ୍
ସେପ୍ଟେମ୍ବର 20 - ଦ୍ୱିତୀୟ ସେମି-ଫାଇନାଲ୍
ସେପ୍ଟେମ୍ବର 22 - ବ୍ରୋଞ୍ଜ ପଦକ ମ୍ୟାଚ୍
ସେପ୍ଟେମ୍ବର 22 - ସ୍ୱର୍ଣ୍ଣ ପଦକ ମ୍ୟାଚ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories