Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

Smruti Parija
Browse all articles by Smruti Parija
·2 years ago
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ଅର୍ଗସ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ୍ । ଟସ୍ ଜିତିଲା ଅଷ୍ଟ୍ରେଲିଆ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିବ ଭାରତ । ସେପଟେ ଫ୍ୟାନ୍ସମାନଙ୍କୁ ଉତ୍ସାହିତ କରିବାକୁ ବାୟୁସେନା ପକ୍ଷରୁ ଏୟାର ସୋ ଆରମ୍ଭ ହୋଇଗଲାଣି । 

ବିଶ୍ବକପ ଫାଇନାଲ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି । ଅହମ୍ମଦାବାଦ ଏୟାରପୋର୍ଟରେ ଦର୍ଶକଙ୍କୁ ସ୍ଵାଗତ କରାଯାଉଛି । ସ୍ଥାନୀୟ ଦୋକାନ ଗୁଡ଼ିକରେ ଭିକ୍ଟ୍ରି କେକ୍ ନେବାକୁ ଫ୍ୟାନଙ୍କ ଭିଡ଼ ବଢୁଛି । ମ୍ୟାଚ  ଦେଖିବା ପାଇଁ ଦେଶ ବିଦେଶର କୋଟି କୋଟି କ୍ରିକେଟ ପ୍ରେମୀ ଚାତକ ପରି ଅନାଇ ରହିଛନ୍ତି । ସମସ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା  ଆଉ ଉତ୍ସାହ  ଭରି ରହିଛି। ଅହମ୍ମଦାବାଦ ଏୟାରପୋର୍ଟରେ ଦର୍ଶକଙ୍କୁ ସ୍ଵାଗତ କରାଯାଉଛି ।  
 

୨୦ ବର୍ଷ ପରେ ଦୁଇ ଯୋଦ୍ଧାଙ୍କ ମଧ୍ୟରେ ଯୁଦ୍ଧ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Australian Captain Pat Cummins wins the toss, chose to bowl first against India in the final of the ICC Cricket World Cup 2023, in Ahmedabad | Argus News