|
logo
Live

Argus News - ଏହି ୫ଟିକିଆ ଟି-୨୦ ସିରିଜ୍‌ରେ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ସୂର୍ଯ୍ୟ କୁମାର ଯାଦବ

Sports

ଏହି ୫ଟିକିଆ ଟି-୨୦ ସିରିଜ୍‌ରେ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ସୂର୍ଯ୍ୟ କୁମାର ଯାଦବ

Jitendra Dash
Browse all articles by Jitendra Dash
·2 years ago
ଏହି ୫ଟିକିଆ ଟି-୨୦ ସିରିଜ୍‌ରେ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ସୂର୍ଯ୍ୟ କୁମାର ଯାଦବ

ଅର୍ଗସ ବ୍ୟୁରୋ : ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ସିରିଜ । ପୁଣି ଥରେ ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ । ଏହି ୫ଟିକିଆ ଘରୋଇ ସିରିଜ୍‌ରେ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ସୂର୍ଯ୍ୟ କୁମାର ଯାଦବ । ସେହିପରି ଋତୁରାଜ ଗାଏକ୍ୱାଡ ଉପ ଅଧିନାୟକ ପଦରେ ରହିବେ । 

ଅଧିକ ପଢନ୍ତୁ : ଡ୍ରେସିଂରୁମ୍‌ରେ ଅବସାଦ: ମୋଦୀ ଦେଲେ ସାନ୍ତ୍ବନା

ସୂର୍ଯ୍ୟ କୁମାର ଏବେ ଟି-୨୦ରେ ୧ନଂ ବ୍ୟାଟ୍ସ ମ୍ୟାନ ଅଛନ୍ତି । ଆଇପିଏଲରେ ସେ କ୍ୟାପ୍ଟେନ୍ସି କରିବାର ଅଭିଜ୍ଞତା ରଖିଛନ୍ତି। ବିଶ୍ୱକପ ଖେଳିଥିବା ଅଧିକାଂଶ ସଦସ୍ୟ ଏହି ସିରିଜରେ ନାହାନ୍ତି । ଶ୍ରେୟସ ଆୟର ୫ଟିକିଆ ସିରିଜର ଶେଷ ଦୁଇ ମ୍ୟାଚ୍‌ ଖେଳିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଏହି ୫ଟିକିଆ ଟି-୨୦ ସିରିଜ୍‌ରେ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ସୂର୍ଯ୍ୟ କୁମାର ଯାଦବ | Argus News