Captain Shreyas Iyer / କାହା ପାଇଁ ଚତୁର୍ଥ ଟି୨୦ ହାରିଲା ଭାରତ ? ଏମାନଙ୍କୁ ଦାୟୀ କଲେ ଶ୍ରେୟସ ଆୟର
·2 hours ago·2 min read

Key Points
ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଟି୨୦
୨୪ ରନ୍ରେ ହାରିଲା ଟିମ୍ ଇଣ୍ଡିଆ
ପ୍ରତିକ୍ରିୟା ରଖିଲେ କ୍ୟାପ୍ଟେନ ଶ୍ରେୟସ ଆୟର
କହିଲେ ହାର ପାଇଁ ପ୍ରକୃତରେ କିଏ ଦାୟୀ
୨୪ ରନ୍ରେ ହାରିଲା ଟିମ୍ ଇଣ୍ଡିଆ
ପ୍ରତିକ୍ରିୟା ରଖିଲେ କ୍ୟାପ୍ଟେନ ଶ୍ରେୟସ ଆୟର
କହିଲେ ହାର ପାଇଁ ପ୍ରକୃତରେ କିଏ ଦାୟୀ
ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟା଼ଡିୟମରେ ଭାରତର ଚତୁର୍ଥ ଟି୨୦ ମ୍ୟାଚ୍ ଖେଳାଯାଇଥିଲା । ବିପକ୍ଷ ଟିମ ୱେଷ୍ଟଇଣ୍ଡିଜ୍ଠାରୁ ୨୪ ରନ୍ରେ ହାରିବା ପରେ ନିରାଶ ପ୍ରକାଶ କରିଛନ୍ତି ଅଧିନାୟକ ଶ୍ରେୟସ ଆୟର । ୨୪୮ ରନ୍ର ଜବାବରେ ଭାରତୀୟ ଟିମ୍ ୨୨୩ ରନ୍ କରି ଅଲଆଉଟ୍ ହୋଇଥିଲା । ମ୍ୟାଚ୍ ହାରିବା ପରେ ଅଧିନାୟକ ଆୟର ନିଜ ଟିମ୍ର ଦୁର୍ବଳତା ଓ ହାରିବାର ମୁଖ୍ୟ କାରଣ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଯେତେବେଳେ ଆୟରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ପ୍ରାରମ୍ଭିକ ଓଭରରୁ ଅଭିଷେକ ଶର୍ମାଙ୍କୁ ଷ୍ଟ୍ରାଇକ୍ ନ ମିଳିବା ଭାରତ ପାଇଁ ଧିମା ଆରମ୍ଭର କାରଣ ହୋଇଥିଲା କି ? ଏହାକୁ ଆୟର ସିଧାସଳଖ ଖାରଜ କରି କହିଥିଲେ, "ଏପରି କିଛି ହୋଇନାହିଁ । ଆମେ ସେତେବେଳେ ବି ପ୍ରତି ଓଭର ପିଛା ୧୨ ରନ୍ରେ ଯାଉଥିଲୁ । କଥା କେବଳ ଏତିକି ଯେ ୱେଷ୍ଟଇଣ୍ଡିଜ୍ ବୋଲରମାନେ ତାଙ୍କର ଯୋଜନାକୁ ସଠିକ୍ ଭାବେ ଲାଗୁ କରିପାରିଲେ । ପିଚ୍ରୁ ବଲ୍ ଟିକେ ରହି ଓ ଡେଇଁକି ଆସୁଥିଲା, ଯାହାର ଭରପୂର ଫାଇଦା ଉଠାଇଥିଲେ ୱେଷ୍ଟଇଣ୍ଡିଜ୍ ବୋଲର୍ ।"
ପଢନ୍ତୁ ଏହି ଖବର: ଚତୁର୍ଥ ଟି୨୦ ମ୍ୟାଚ୍ ଜିତିଲା ୱେଷ୍ଟଇଣ୍ଡିଜ, ୨୪୮ ରନ୍ କରିପାରିଲାନି ଇଣ୍ଡିଆ
- କଣ କହିଲେ ଆୟର ?
🔴250 RUNS WERE CHASABLE, BUT INDIA'S BOWLING LET THEM DOWN🤯 🎙️: Shreyas Iyer admitted that India failed to execute their line and length properly while bowling. He liked the team's approach while chasing 250 but said poor bowling execution was where India fell short. 🤯 https://t.co/Jvf1vvUgb7
— Sam (@cricsam02) October 14, 2026
ଯେତେବେଳେ ଆୟରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ପ୍ରାରମ୍ଭିକ ଓଭରରୁ ଅଭିଷେକ ଶର୍ମାଙ୍କୁ ଷ୍ଟ୍ରାଇକ୍ ନ ମିଳିବା ଭାରତ ପାଇଁ ଧିମା ଆରମ୍ଭର କାରଣ ହୋଇଥିଲା କି ? ଏହାକୁ ଆୟର ସିଧାସଳଖ ଖାରଜ କରି କହିଥିଲେ, "ଏପରି କିଛି ହୋଇନାହିଁ । ଆମେ ସେତେବେଳେ ବି ପ୍ରତି ଓଭର ପିଛା ୧୨ ରନ୍ରେ ଯାଉଥିଲୁ । କଥା କେବଳ ଏତିକି ଯେ ୱେଷ୍ଟଇଣ୍ଡିଜ୍ ବୋଲରମାନେ ତାଙ୍କର ଯୋଜନାକୁ ସଠିକ୍ ଭାବେ ଲାଗୁ କରିପାରିଲେ । ପିଚ୍ରୁ ବଲ୍ ଟିକେ ରହି ଓ ଡେଇଁକି ଆସୁଥିଲା, ଯାହାର ଭରପୂର ଫାଇଦା ଉଠାଇଥିଲେ ୱେଷ୍ଟଇଣ୍ଡିଜ୍ ବୋଲର୍ ।"
ପଢନ୍ତୁ ଏହି ଖବର: ଚତୁର୍ଥ ଟି୨୦ ମ୍ୟାଚ୍ ଜିତିଲା ୱେଷ୍ଟଇଣ୍ଡିଜ, ୨୪୮ ରନ୍ କରିପାରିଲାନି ଇଣ୍ଡିଆ
- ବ୍ୟାଟିଂର ପ୍ରଶଂସା କଲେ ଆୟର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories