Pakistan Hockey Captain / ଏମିତି କହିଲେ କ୍ୟାପଟେନ୍, ମ୍ୟାଚ୍ ପୂର୍ବରୁ ହୋଟେଲରେ ବାସନ ସଫା କରେଇଲେ...
·6 months ago·2 min read

Key Points
ହୋଟେଲରେ ବାସନ ମାଜିଲେ ପାକିସ୍ତାନୀ ଖେଳାଳି
ଟଙ୍କା ନଥିବାରୁ ସଫା କଲେ ରୋଷେଇ ଘର
ଟଙ୍କା ନଥିବାରୁ ସଫା କଲେ ରୋଷେଇ ଘର
ପୁଣି ସାମ୍ନାକୁ ଆସିଲା ପାକିସ୍ତାନ ଖେଳାଳିଙ୍କ ଜୀବନଶୈଳୀ ଘଟଣା। ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନର ଅବସ୍ଥା ନକହିଲେ ଭଲ । ସବୁବେଳେ ଅନ୍ତର୍ଜାତୀୟ ମଞ୍ଚରେ ଲଜ୍ଜିତ ହେଉଛି ପାକିସ୍ତାନ । ନେତା ମନ୍ତ୍ରୀ ହୁଅନ୍ତୁ ବା ଖେଳାଳି । ସମସ୍ତେ ଭୋଗୁଛନ୍ତି ସମାନ ଦଶା । ଠିକ ଏହିଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଜଣେ ପାକିସ୍ତାନୀ ଖେଳାଳି ବାସନ ସଫା କରୁଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାନେ ଟଙ୍କେ ଡ଼ଥିଲା ବୋଲି ଖେଳିଳି ଜଣଙ୍କ ହୋଟେଲରେ ବାସନ ସଫା କରୁଥିବା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକ୍ ହକି ଟିମ୍ ଅଧିନାୟକ ସକିଲ ଅମ୍ମାଦ ବଟ୍ଟ ପାକ୍ ହକି ଫେଡେରେସନ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମ୍ୟାଚ୍ ଖେଳିବା ପୂର୍ବରୁ ସେମାନଙ୍କୁ ବାସନ ମାଜିବାକୁ ପଡିଥିଲା ।
ଏପରିକି ରାସ୍ତାରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିବାକୁ ହୋଇଥିଲା । ଅଷ୍ଟ୍ରେଲିଆ ଗସ୍ତରୁ ଆସିବା ପରେ ସକିଲ ଏପରି କିଛି ଅଭିଯୋଗ କରିଛନ୍ତି । ପୁରା ଘଟଣା କଣ ରହିଛି ଜାଣି ରଖନ୍ତୁ। ଲାହୋର ବିମାନବନ୍ଦରରେ ଗଣମାଧ୍ୟମ ସହ ଆଲୋଚନା କରି ସେ କହିଛନ୍ତି ଯେ, ଏବେ ସେମାନେ ବହୁତ ସହିଲେଣି । ମ୍ୟାଚ୍ ପୂର୍ବରୁ ଖେଳାଳି ରୋଷେଇ ଘର ସଫା କରିଥିଲେ । ବାସନ ମାଜିବାକୁ ପଡିଥିଲା । ଯାହାର ପ୍ରଭାବ ଖେଳ ଉପରେ ପଡିଥିଲା । ଅଷ୍ଟ୍ରେଲିଆ ପହଁଚିବା ପରେ ପ୍ରଥମେ ବିମାନ ବନ୍ଦରରେ ସେମାନଙ୍କୁ ୧୩-୧୪ ଘଣ୍ଟା ଅପେକ୍ଷା କରିବାକୁ ହୋଇଥିଲା । ଏହାପରେ ସେମାନେ ହୋଟେଲରେ ପହଁଚିଥିଲେ । କିନ୍ତୁ ହୋଟେଲ ବୁକ୍ ହୋଇନଥିବା ଜାଣିବାକୁ ପାଇଥିଲେ । ଖେଳାଳିମାନଙ୍କୁ ହୋଟେଲକୁ ଆଗୁଆ ଅର୍ଥ ପଇଠ କରାଯାଇନଥିବା କୁହାଯାଇଥିଲା ।
ପଢନ୍ତୁ ଏହି ଖବର: ଭାରତ କଲା ବଡ଼ ପ୍ଲାନ, କେଉଁଠି ଲୁଚିବ ବୋଲି ଭାବୁଛି ପାକିସ୍ତାନ ?
ଏତତ୍ ବ୍ୟତୀତ ସଲିମ କହିଛନ୍ତି ଯେ, ସେମାନଙ୍କ ହୋଟେଲ ୧୦ ଦିନ ପାଇଁ ବୁକ୍ ହୋଇଥିଲା । କିନ୍ତୁ ଟୁର୍ଣ୍ଣାମେଣ୍ଟ ୧୩ ଦିନ ଧରି ଖେଳାଗଲା । ବାଧ୍ୟ ହୋଇ ଖେଳାଳି ଶସ୍ତା ହୋଟେଲରେ ରହିଲେ । ସତ ଲୁଚାଇବାକୁ ସେମାନଙ୍କୁ ଧମକ ଦିଆଯାଇଥିଲା । ଟିମରୁ ବିଦା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଆହୁରି ମଧ୍ୟ ସେ ଦେଶର ହକି ଟିମରେ ଥିବା ଅନେକ ଅବ୍ୟବସ୍ଥାକୁ ସାମ୍ନାକୁ ଆଣିବା ସହ ବିଦେଶୀ କୋଚ୍ ଦେବାକୁ ଦାବି କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଛନ୍ତି ଯେ, ଦଳକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ହୋଇଥିଲା । ଅସ୍ଥାୟୀ ବ୍ୟବସ୍ଥା କରାଯାଇଥିଲା । କାରଣ ଦୁଇ ଦିନ ପରେ ଅଷ୍ଟ୍ରେଲିଆ ସହ ସେମାନେ ମ୍ୟାଚ୍ ଖେଳିଥାନ୍ତେ । ହେଲେ ମ୍ୟାଚରେ ପାକ୍ ପରାସ୍ତ ହୋଇଥିଲା । କେବଳ ଅଷ୍ଟ୍ରେଲିଆ ନୁହେଁ ଜର୍ମାନୀଠୁ ସେମାନେ ପରାସ୍ତ ହୋଇଥିଲା । ପଡିଆ ବାହାରର ପରିବେଶ ଖେଳ ଉପରେ ପ୍ରଭାବ ପକାଇଥିଲା । ପାକିସ୍ତାନୀ ଖେଳାଳିଙ୍କ ସହ ସେମାନଙ୍କ ସହ କିଛି ଏମିତି ଘଟୁଛି ଯେଉଁଥିପାଇଁ ନେଟିଜେନ୍ସ ଟ୍ରୋଲ୍ କରୁଛନ୍ତି । ଏହାରି ଭିତରେ ପାକ୍ ହକି ଟିମ୍ ଏକ ବଡ କଥା କହିଛି । ଖେଳାଳି ପାକ୍ ହକି ଫେଡେରେସନ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି ।
ଅଧିକ ପଢ଼ନ୍ତୁ ଖେଳ ଖବର: ଆଜି ପାକିସ୍ତାନ ପାଇଁ କର ବା ମର ସ୍ଥିତି ନାମିବ୍ୟା ଠାରୁ ହାରିଲେ ବିଶ୍ୱକପରୁ ବାହାରିବ
ଅଧିକ ପଢ଼ନ୍ତୁ ଖେଳ ଖବର: ଆଜି ପାକିସ୍ତାନ ପାଇଁ କର ବା ମର ସ୍ଥିତି ନାମିବ୍ୟା ଠାରୁ ହାରିଲେ ବିଶ୍ୱକପରୁ ବାହାରିବ
Related Topics
Explore more stories