Chahal Dhanashree Reunion / ଛାଡ଼ପତ୍ରର ୧୧ ମାସ ପରେ ପୁଣି ଏକାଠି ହେବେ ଚହଲ ଏବଂ ଧନଶ୍ରୀ ବର୍ମା
·6 months ago·2 min read

Key Points
ଚହଲ-ଧନଶ୍ରୀଙ୍କ ହେବ ମହାମିଳନ
୧୧ ମାସ ପରେ ପୁଣି ଏକାଠି ହେବେ !
ଏକ ରିୟଲିଟି ଶୋ'ରେ ଏକାଠି ହୋଇପାରନ୍ତି
୧୧ ମାସ ପରେ ପୁଣି ଏକାଠି ହେବେ !
ଏକ ରିୟଲିଟି ଶୋ'ରେ ଏକାଠି ହୋଇପାରନ୍ତି
ପୁଣି ଏକାଠି ନଜର ଆସିବେ ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା । ଦୁହେଁ ଏକ ରିଆଲିଟି ଶୋ’ରେ ଏକାଠି ଦେଖାଯାଇପାରନ୍ତି । କିଛି ରିପୋର୍ଟ ଦାବି କରୁଛି ଯେ ସେମାନେ "ଦି ୫୦"ରେ ଏକାଠି ନଜର ଆସିପାରନ୍ତି । ଭାରତୀୟ କ୍ରିକେଟର ଚହଲ ଏବଂ କୋରିଓଗ୍ରାଫର ଧନଶ୍ରୀ ଗତ ବର୍ଷ ମାର୍ଚ୍ଚ ମାସରେ ଆଇନଗତ ଭାବରେ ଅଲଗା ହୋଇଯାଇଥିଲେ । ସେମାନେ ବିଭିନ୍ନ ଶୋ’ରେ ସେମାନଙ୍କର ଛାଡପତ୍ର ବିଷୟରେ ଆଲୋଚନା କରିଛନ୍ତି, କିନ୍ତୁ କେବେ ମଞ୍ଚରେ ଏକାଠି ନଜର ଆସିନାହାନ୍ତି ।
ରିପୋର୍ଟ ଅନୁଯାୟୀ, ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପୂର୍ବତନ ପତ୍ନୀ ଧନଶ୍ରୀ ବର୍ମା ରିଆଲିଟି ଶୋ’ "ଦି ୫୦"ରେ ଏକାଠି ଦେଖାଯିବେ । ତଥାପି ଶୋ’ର ନିର୍ମାତା ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ପ୍ରତିଯୋଗୀ ତାଲିକା ପ୍ରକାଶ କରିନାହାଁନ୍ତି ।
ସଲମାନ ଖାନ "ବିଗ୍ ବସ୍" ସମୟରେ ମଧ୍ୟ ଏହି ଶୋ’ ବିଷୟରେ କହିଥିଲେ । ଯେଉଁଥିରେ ବିଭିନ୍ନ କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ସାମିଲ ହେବେ । ଯଦି ରିପୋର୍ଟ ଅନୁଯାୟୀ, ଚହଲ ଏବଂ ଧନଶ୍ରୀ ଏକାଠି ଦେଖାଯାଆନ୍ତି, ତେବେ ଏହା ଏକ ହଇଚଇ ସୃଷ୍ଟି କରିପାରେ । "ଦି ୫୦" ଫେବୃଆରୀ ୧ ତାରିଖରେ ଭାରତରେ ପ୍ରିମିୟର ହେବ । ଏହି ଶୋ’ଟି ପ୍ରାରମ୍ଭରେ ରାତି ୯ଟାରେ ଜିଓ ହଟଷ୍ଟାରରେ ଷ୍ଟ୍ରିମିଂ ହେବ । ଏହା ପରେ ୧୦:୩୦ରୁ କଲର୍ସରେ ସିଧା ପ୍ରସାରିତ ହେବ ।
୨୦୨୫ ମସିହାରେ ଚହଲ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ର
ଲକଡାଉନ୍ ସମୟରେ ଭାରତୀୟ ସ୍ପିନର ଚହଲ ଚହଲଙ୍କୁ ଭେଟିଥିଲେ ଧନଶ୍ରୀ । ଏହା ପରେ ସେମାନେ ୨୦୨୦ ମସିହାରେ ବିବାହ କରିଥିଲେ । ଧନଶ୍ରୀ ମଧ୍ୟ ଚହଲଙ୍କୁ ସମର୍ଥନ କରିବା ପାଇଁ ଷ୍ଟାଡିୟମକୁ ଯାଉଥିଲେ । କିନ୍ତୁ ହଠାତ୍ ୨୦୨୪ ମସିହାରେ, ଦୁହେଁ ଅଲଗା ହୋଇଯାଇଥିବା ଖବର ପ୍ରକାଶ ସାମ୍ନାକୁ ଆସିଥିଲା । ଯାହା ସମସ୍ତ କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ଶେଷରେ, ଦୁହେଁ ୨୦୨୫ ମସିହା ମାର୍ଚ୍ଚ ମାସରେ ଆଇନଗତ ଭାବରେ ଅଲଗା ହୋଇଯାଇଥିଲେ । ଛାଡ଼ପତ୍ର ପରେ ଚହଲ କିମ୍ବା ଧନଶ୍ରୀ ବର୍ମା ସେମାନଙ୍କ ସମ୍ପର୍କ ଶେଷ ହେବାର କାରଣ ବିଷୟରେ ଅଧିକ କିଛି କହି ନଥିଲେ ।
ଚହଲ ଆରଜେ ମହଭାଶଙ୍କୁ ଡେଟ୍ କରୁଛନ୍ତି ?
ଧନଶ୍ରୀ ବର୍ମାଙ୍କଠାରୁ ଅଲଗା ହେବା ପରେ, ୟୁଜଭେନ୍ଦ୍ର ଚହଲଙ୍କୁ ଆରଜେ ମହଭାଶଙ୍କ ସହିତ ଦେଖିବାକୁ ମିଳିଥିଲା । ମହଭାଶ ଚହଲଙ୍କ ମ୍ୟାଚ୍ ଦେଖିବାକୁ ଅନେକ ଥର ଷ୍ଟାଡିୟମକୁ ଯାଇଥିଲେ ଏବଂ ତାଙ୍କ ଆଇପିଏଲ ଦଳକୁ ଉତ୍ସାହିତ କରିଥିଲେ । ଏହା ଦୁହେଁ ଡେଟ୍ କରୁଥିବା ଗୁଜବକୁ ଆହୁରି ଖୋରାକ ଯୋଗାଇଥିଲା ।
୩୫ ବର୍ଷୀୟ ୟୁଜଭେନ୍ଦ୍ର ଚହଲ ଭାରତ ପାଇଁ ୭୨ଟି ଦିନିକିଆ ଏବଂ ୮୦ ଟି-୨୦ ଅନ୍ତର୍ଜାତୀୟ ଖେଳି ଯଥାକ୍ରମେ ୧୨୧ ଏବଂ ୯୬ ୱିକେଟ୍ ନେଇଛନ୍ତି । ସେ ଶେଷ ଥର ପାଇଁ ଅଗଷ୍ଟ ୨୦୨୩ରେ ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories