Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୭୮ ରନରେ ହାଇଦ୍ରାବାଦକୁ ହରାଇ ଚେନ୍ନାଇର ଦମଦାର ବିଜୟ

Sports

୭୮ ରନରେ ହାଇଦ୍ରାବାଦକୁ ହରାଇ ଚେନ୍ନାଇର ଦମଦାର ବିଜୟ

Swayangprajna Mishra
Browse all articles by Swayangprajna Mishra
·2 years ago
୭୮ ରନରେ ହାଇଦ୍ରାବାଦକୁ ହରାଇ ଚେନ୍ନାଇର ଦମଦାର ବିଜୟ

ଅର୍ଗସ ବ୍ୟୁରୋ : ଲଗାତାର ପରାଜୟ ପରେ ବିଜୟ ଧାରାକୁ ଫେରିଛି ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ରବିବାର ରାତିରେ ସିଏସ୍‌କେ ଏକତରଫା ଭାବେ ସନ୍‌ରାଇଜର୍ସ ହାଇଦ୍ର‌ାବାଦକୁ ୭୮ ରନ୍‌ରେ ପରାସ୍ତ କରି ଷଷ୍ଠରୁ ତୃତୀୟକୁ ଲମ୍ଫ ମାରିଛି। ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ସିଏସ୍‌କେ ୨୧୨ ରନ୍ କରିଥିଲା।

ଅଧିକ ପଢନ୍ତୁ : ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା

ତୁଷାର ଦେଶପାଣ୍ଡେ ୪ ଓଭର ଭିତରେ ୩ ୱିକେଟ୍ ନେବାପରେ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଫଳରେ ବଡ଼ ବଡ଼ ସ୍କୋର୍‌ କରୁଥିବା ହାଇଦ୍ରାବାଦ ୧୩୪ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chennai super kings wins the match from sun risers hydrabad | Argus News