Pujara Family Tragedy / ପୂର୍ବତନ କ୍ରିକେଟର ଚେତେଶ୍ବର ପୂଜାରାଙ୍କ ଶଳା କଲେ ଆତ୍ମହତ୍ୟା
·9 months ago·2 min read

Key Points
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଚେତେଶ୍ୱର ପୂଜାରାଙ୍କ ଶଳା ଆତ୍ମହତ୍ୟା କରିଥିବା ନେଇ ଖବର ଆସିଛି । ପୂଜାରାଙ୍କ ଶଳା ଜିତ୍ ପାବାରୀ ଆତ୍ମହତ୍ୟା କରିଛନ୍ତି।
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଚେତେଶ୍ୱର ପୂଜାରାଙ୍କ ଶଳା ଆତ୍ମହତ୍ୟା କରିଥିବା ନେଇ ଖବର ଆସିଛି । ପୂଜାରାଙ୍କ ଶଳା ଜିତ୍ ପାବାରୀ ଆତ୍ମହତ୍ୟା କରିଛନ୍ତି। ଗତ ବର୍ଷ ନଭେମ୍ବର ୨୬ ତାରିଖରେ ପାବାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଏହାର ଗୋଟିଏ ବର୍ଷ ପରେ ଜିତ ଆତ୍ମହତ୍ୟା କରିଛନ୍ତି । ପାବାରୀ ନିଜ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହାସହ ପଢ଼ନ୍ତୁ: ମ୍ୟାଚ୍ ନ ଖେଳି ନମ୍ବର-୧ ହେଲେ ରୋହିତ ଶର୍ମା, ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ପକାଇଲେ ପଛରେ
ଘଟଣାଟି ଘଟିବା ସମୟରେ ପୂଜାରା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କମେଣ୍ଟ୍ରି କରୁଥିଲେ। ଉଲ୍ଲେଖନୀୟ ଯେ, ନଭେମ୍ବର ୨୦୨୪ରେ ପୂଜାରାଙ୍କ ଶଳା ଜିତ ପାବାରୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଦାଖଲ କରାଯାଇଥିଲା । ତାଙ୍କ ପୂର୍ବତନ ପ୍ରେମିକା ଏହି ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୀଡ଼ିତା ଦାବି କରିଥିଲେ ଯେ, ଜିତ ତାଙ୍କ ସହିତ ନିର୍ବନ୍ଧ ପରେ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ । ପରେ ପାବାରୀ କୌଣସି କାରଣ ନଦେଇ ବିବାହ ଭାଙ୍ଗି ଦେଇଥିଲେ ଏବଂ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ।
ଜିତ ଦୁଷ୍କର୍ମ ଅଭିଯୋଗ ପାଇଁ ଡିପ୍ରେସନରେ ଥିଲେ କି?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ, ପୂଜାରାଙ୍କ ନାଁରେ ତାଙ୍କୁ ବାରମ୍ବାର ଧମକ ଦିଆଯାଉଥିଲା। ମହିଳା ଜଣଙ୍କ ଜିତ ପାବାରୀଙ୍କ ବିରୁଦ୍ଧରେ ଆକ୍ରମଣର ଅଭିଯୋଗ ମଧ୍ୟ କରିଥିଲେ। ସୂଚନା ଅନୁଯାୟୀ, ଜିତ୍ କିଛି ସମୟ ଧରି ଡିପ୍ରେସନରେ ପୀଡିତ ଥିଲେ। ରିପୋର୍ଟ ଅନୁସାରେ, ରାଜକୋଟରେ ରହୁଥିବା ଜିତ ପାବାରୀ ତାଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପଡ଼ୋଶୀମାନେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଆତ୍ମହତ୍ୟା ମାମଲା ରୁଜୁ କରିଛି । ହେଲେ ଜିତଙ୍କ ପାଖରୁ କୌଣସି ସୁଇସାଇଡ୍ ନୋଟ ମିଳିନାହିଁ ।
ଏହାସହ ପଢ଼ନ୍ତୁ: ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତିକୁ ନେଇ ଏମିତି କହିଲେ କୋହଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ବ୍ୟାକ୍ଫୁଟରେ ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଏବେ ଦ୍ବିତୀୟ ଟେଷ୍ଟରେ ମଧ୍ୟ ପରାଜୟ ମୁହାଁ ଭାରତ । ଗୌହାଟୀର ବରସାପାରା ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ବ୍ୟାକଫୁଟ୍ରେ ରହିଛି । ୫୪୯ ରନର ବିଶାଳ ଲକ୍ଷ୍ୟ ପିଛା କରୁଥିବା ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ଖବର ଲେଖା ହେବା ସମୟର ଭାରତର ସ୍କୋର ୭ ଓ୍ବିକେଟ ବିନିମିୟରେ ୧୩୦ ରନ୍ ହୋଇଛି । ଆଉ ଯଦି ଏହି ମ୍ୟାଚ୍ରେ ଭାରତର ପରାଜୟ ହୁଏ ତେବେ ଦକ୍ଷିଣ ଆଫ୍ରିକା କ୍ଲିନ୍ ସୁଇପ୍ କରିବ ।

Related Topics
Explore more stories