Cricketer Second Marriage / ପ୍ରଥମ ପତ୍ନୀଙ୍କ ମୃତ୍ୟୁର ସାତ ବର୍ଷ ପରେ, ଏହି କ୍ରିକେଟର ଦ୍ବିତୀୟ ବିବାହ କଲେ: କିନ୍ତୁ ଦ୍ବିତୀୟ ପତ୍ନୀଙ୍କ ବୟସ...
·8 months ago·2 min read

Key Points
ଷ୍ଟ୍ରସଙ୍କ ପ୍ରଥମ ପତ୍ନୀ ରୁଥ ଫୁସଫୁସ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ
୭ବର୍ଷ ପରେ ଷ୍ଟ୍ରସ ତାଙ୍କ ପ୍ରେମିକାଙ୍କୁ ବିବାହ କରିଥିଲେ ଯିଏ ତାଙ୍କଠାରୁ ୧୮ ବର୍ଷ ସାନ
ଅତ୍ୟନ୍ତ ଗୋପନର ସହ ପରିବାର ଲୋକଙ୍କ ଉପସ୍ଥିତିରେ ଷ୍ଟ୍ରସ ଦ୍ବିତୀୟ ବିବାହ କରିଥିଲେ।

ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ ତାଙ୍କ ପ୍ରେମିକାଙ୍କୁ ବିବାହ କରିଥିଲେ, ଯିଏ ତାଙ୍କଠାରୁ ୧୮ ବର୍ଷ ସାନ। ଷ୍ଟ୍ରସଙ୍କ ଦ୍ୱିତୀୟ ପତ୍ନୀ ଆଣ୍ଟୋନିଆ ଲିନାୟସ-ପିଟ ୩୦ ବର୍ଷ ବୟସ୍କା। ଷ୍ଟ୍ରସ ଏବଂ ଆଣ୍ଟୋନିଆ ଡିସେମ୍ବର ୧୭, ୨୦୨୫ରେ ଐତିହାସିକ ଦକ୍ଷିଣ ଆଫ୍ରିକୀୟ ସହର ଫ୍ରାନ୍ସହୋକରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିଥିଲେ।
ଏହାସହ ପଢ଼ନ୍ତୁ: ଖୁସି ଖବର ଦେଲେ କ୍ରିକେଟର ଶାର୍ଦ୍ଦୁଲଠାକୁର, ଘରକୁ ଆସିଲେ କୁନି ଅତିଥି
ଷ୍ଟ୍ରସ ଏବଂ ଆଣ୍ଟୋନିଆଙ୍କ ଦୁଇ ପୁଅ ସାମୁଏଲ ଏବଂ ଲୁକା ମଧ୍ୟ ବିବାହରେ ଉପସ୍ଥିତ ଥିଲେ। ଷ୍ଟ୍ରସଙ୍କ ପ୍ରଥମ ପତ୍ନୀ ରୁଥ ଡିସେମ୍ବର ୨୯, ୨୦୧୮ରେ ଫୁସଫୁସ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ। ଷ୍ଟ୍ରସ ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ, କିନ୍ତୁ ସେ ଗତ ଦୁଇ ବର୍ଷ ଧରି ଆଣ୍ଟୋନିଆଙ୍କୁ ଡେଟ କରୁଥିଲେ ଏବଂ ଶେଷରେ ସେମାନେ ବିବାହ କରିଥିଲେ। ବିବାହକୁ ଅତ୍ୟନ୍ତ ଗୋପନୀୟ ରଖାଯାଇଥିଲା, କେବଳ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।
ଆଣ୍ଟୋନିଆ ଲିନାୟସ-ପିଟ ବର୍ତ୍ତମାନ ଏକ ଆର୍ଟ ଆହଭାଇଜରୀ ବା କଳା ପରାମର୍ଶଦାତା କମ୍ପାନୀର ନିର୍ଦ୍ଦେଶକ। ପୂର୍ବରୁ, ସେ ଜଣେ ପିଆର କାର୍ଯ୍ୟନିର୍ବାହୀ ଥିଲେ। ଆଣ୍ଟୋନିଆ ହଂକଂରେ ବଢ଼ିଥିଲେ ଏବଂ ୱିଲ୍ଟଶାୟାରର ଏକ ପ୍ରତିଷ୍ଠିତ ସ୍କୁଲରେ ପଢ଼ିଥିଲେ। ଆଣ୍ଟୋନିଆ ଏବଂ ଷ୍ଟ୍ରସ ଦୁଇ ବର୍ଷ ପୂର୍ବେ ଏକ କାର୍ଯ୍ୟକ୍ରମରେ ସାକ୍ଷାତ କରିଥିଲେ ଏବଂ ଡେଟିଂ ଆରମ୍ଭ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବତନ ଇଂଲିଶ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ତାଙ୍କ ପ୍ରଥମ ପତ୍ନୀଙ୍କ ନାମରେ ଏକ ଫାଉଣ୍ଡେସନ ଚଲାନ୍ତି। ୨୦୧୯ ମସିହାରେ, ଷ୍ଟ୍ରସ ରୁଥ ଷ୍ଟ୍ରସ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ। ଏହି ଫାଉଣ୍ଡେସନ କର୍କଟ ରୋଗରେ ମାତାପିତାଙ୍କୁ ହରାଇଥିବା ପରିବାରକୁ ସହାୟତା କରେ। ଏହା ଧୂମପାନ ନ କରୁଥିବା ଲୋକଙ୍କ ଫୁସଫୁସ କର୍କଟ ଉପରେ ଗବେଷଣା ପାଇଁ ପାଣ୍ଠି ମଧ୍ୟ ସଂଗ୍ରହ କରେ।
ଏହାସହ ପଢ଼ନ୍ତୁ: ବିବାହ ଭାଙ୍ଗିବା ପରେ ପଡ଼ିଆକୁ ଓହ୍ଲାଇ ବିଶ୍ୱ ରେକର୍ଡ କଲେ ସ୍ମୃତି, ଫ୍ୟାନ୍ସ କହିଲେ...
କଥାରେ ଅଛି ଯେତେବେଳେ ଗୋଟେ ମଣିଷକୁ ଶକ୍ତ ଝଟକା ଲାଗିଥାଏ, ସେଥିରୁ ବାହାରିବାକୁ ତାକୁ ଅଧିକ ଦିନ ସମୟ ଲାଗିଥାଏ। କେହି କେହି ତ ପୁରୁଣା ସ୍ମୃତିରୁ ବାହାରିପାରନ୍ତି ନାହିଁ। କିନ୍ତୁ ସ୍ମୃତି ମନ୍ଧାନା ସବୁ ମହିଳାମାନଙ୍କ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ବିବାହ ଭାଙ୍ଗିବା ପରେ ବି ତାଙ୍କୁ ପଲାଶ ଧୋକା ଦେବା ପରେ ବି ସେ ପଡିଆକୁ ଓହ୍ଲାଇଛନ୍ତି। ଏହାସହ ବିଶ୍ୱ ରେକର୍ଡ କରିଛନ୍ତି।ରବିବାରଠୁ ଭାରତ ମହିଳା ଦଳ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହୋଇଛି । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ରବିବାର ବିଶାଖାପାଟଣାରେ ଖେଳାଯାଇଥିଲା ।

Related Topics
Explore more stories