Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସାଇଟ କ୍ରାସ କାରଣରୁ ଅନେକ ଦର୍ଶକ ଟିକେଟ ପାଇବାରୁ ହେଲେ ବଞ୍ଚିତ

Jitendra Dash
Browse all articles by Jitendra Dash
·2 years ago
ସାଇଟ କ୍ରାସ କାରଣରୁ ଅନେକ ଦର୍ଶକ ଟିକେଟ ପାଇବାରୁ ହେଲେ ବଞ୍ଚିତ

ଅର୍ଗସ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛୁ ଆଇପିଏଲ ମହାକୁମ୍ଭ ମେଳା । ମାର୍ଚ୍ଚ ୨୨ରେ ଆରମ୍ଭ ହେବ ଆଇପିଏଲର ୧୭ତମ ସଂସ୍କରଣ  । ଏହି ୧୭ ତମ ସସ୍କରଣରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏଥିପାଇଁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ସାଇଟ କ୍ରାସ କାରଣରୁ ଅନେକ ଦର୍ଶକ ଟିକେଟ ପାଇବାରୁ ବଞ୍ଚିତ ହୋଇ ନିଜର ଅସନ୍ତୋଷ ଜାହିର କରିଛନ୍ତି । 

ଅଧିକ ପଢନ୍ତୁ ଖେଳ ଖବର

ସିଏସକେ ଓ ଆରସିବି ମ୍ୟାଚ ପାଇଁ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ଟିକେଟର ମୂଲ୍ୟ ୧୭ଶହ ଟଙ୍କାରୁ ଆରମ୍ଭ ହୋଇ ୭ହଜାର ୫ଶହ ପର୍ଯ୍ୟନ୍ତ ରହିଛି । ପ୍ରଥମ ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ହୋଟେଲ, ଷ୍ଟାଡିୟମ ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CSK vs RCB March 22 opener’s ticket sale go live! Check direct links, ticket price and more | Argus News