Instagram Viral / ବାଲି ଦ୍ବୀପରେ ରୋମାଣ୍ଟିକ ମୁଡରେ ନଜର ଆସିଲେ ଧାଓ୍ବନ-ସୋଫୀ…ଇନଷ୍ଟାରେ ହେଉଛି ଭାଇରାଲ
·3 months ago·2 min read

Key Points
ଏହି ଷ୍ଟାର ଦମ୍ପତି ସେମାନଙ୍କର ଦ୍ୱିତୀୟ ହନିମୁନରେ ଅଛନ୍ତି
ଯେଉଁଠାରେ ସେମାନେ ଜଳପ୍ରପାତରେ ଗାଧୋଇବାର ଫଟୋ ପୋଷ୍ଟ କରିଛନ୍ତି

ପୂର୍ବତନ ଭାରତୀୟ ସୁପରଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧାୱନ ତାଙ୍କ ଅବସର ପରଠାରୁ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ଧାଓ୍ବନଙ୍କ ପ୍ରଥମ ବିବାହରେ ବହୁତ ବିବାଦ ଦେଖାଦେଇଥିଲା। ତାଙ୍କ ପତ୍ନୀ ଶିଖରଙ୍କୁ ତାଙ୍କ ପୁଅ ସହ ମିଶିବାକୁ ମଧ୍ୟ ଦେଉ ନ ଥିଲେ। ତାଙ୍କ ଜୀବନରେ ବହୁ କଷ୍ଟ ଦେଇ ଗତି କରିଥିଲେ। ଛାଡ଼ପତ୍ରର କିଛି ବର୍ଷପରେ ଧାୱନ ତାଙ୍କ ପ୍ରେମିକା ସୋଫି ସାଇନଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି। ଆଉ ଦୁହେଁ ବହୁତ ଖୁସିରେ ଅଛନ୍ତି। ସମୟ ମିଳିଲେ ବିଭିନ୍ନ ଦେଶ ବୁଲୁଛନ୍ତି। ଆଉ ଟାଇମ ସ୍ପେଣ୍ଡ କରୁଛନ୍ତି। ସେବେଠାରୁ, ଏହି ଦମ୍ପତି ସୋସିଆଲ ମିଡିଆରେ ରୋମାଣ୍ଟିକ ଫଟୋ ସେୟାର କରୁଛନ୍ତି। ଏବେ, ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ହନିମୁନରେ ଅଛନ୍ତି, ଯେଉଁଠାରେ ସେମାନେ ଜଳପ୍ରପାତରେ ଗାଧୋଇବାର ଫଟୋ ପୋଷ୍ଟ କରିଛନ୍ତି।
ବାଲିରେ ଅଛନ୍ତି ଶିଖର ଧଓ୍ବନ
ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ସମୟ ବାହାର କରି ନିଜ ପତ୍ନୀ ସୋଫୀ ସାଇନଙ୍କ ସହ ଛୁଟି କାଟିବାକୁ ବାଲି ଦ୍ବୀପ ଯାଇଛନ୍ତି। ସେଠାରେ ଥାଇ ବହୁ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ଏହାସହ ପଢ଼ନ୍ତୁ: ବିରାଟ-ହେଡ୍ ବିବାଦରେ ନୂଆ ମୋଡ଼…ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଟ୍ରୋଲ କଲେ କୋହଲି ଫ୍ୟାନ୍ସ
ଝରଣାରେ ସ୍ନାନ କରୁଥିବାବେଳେ ଦେଲେ ଫଟୋ
ଶିଖର ନିଜ ପତ୍ନୀ ସୋଫୀଙ୍କ ସହ ଏକ ଝରଣା କୂଳରେ ଗାଧୋଉଥିବାର ନଜର ଆସୁଛନ୍ତି। ପଛପଟର ଭ୍ୟୁ ବହୁତ ସୁନ୍ଦର ହୋଇଛି। ଝରଣା ପାଖରେ ଅତି ସୁନ୍ଦର ପାହାଡ଼ ରହିଛି।
ବାଲିରେ ଛୁଟି କଟାଉଥିବା ଧାଓ୍ବନ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏକ ସୁନ୍ଦର କ୍ୟାପସନ ଲେଖିଛନ୍ତି, “ଏମିତି କିଛି ଜାଗା ଅଛି ଯାହା ଆପଣଙ୍କ ଆତ୍ମା ସହିତ ସବୁବେଳେ ଯୋଡ଼ି ହୋଇ ରହିବ।“

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ମୁମ୍ବାଇକୁ ହରାଇ ପ୍ଲେଅଫରେ ରାଜସ୍ଥାନ ରୟାଲ୍ସ…ବିଦା ହେଲେ କୋଲକତା, ପଞ୍ଜାବ
ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ଥାଆନ୍ତି
କ୍ରିକେଟରୁ ଅବସର ନେବାପରେ ଶିଖର ଧାଓ୍ବନ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାଆନ୍ତି। ଏହାସହ ଇନଷ୍ଟାରେ ମଧ୍ୟ ବହୁ ସାରା ଫନୀ ରିଲ ଶେୟାର କରିଥାଆନ୍ତି। ଯେଉଁଥିରେ ତାଙ୍କ ପତ୍ନୀ ସୋଫି ସାଇନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି।
ସୋଫୀ ସାଇନ
ଆୟର୍ଲାଣ୍ଡରେ ଜନ୍ମଗ୍ରହଣ କରିଥିବା ସୋଫୀ ସାଇନ ଏବେ ଧାଓ୍ବନଙ୍କ ସହ ଭାରତକୁ ପଳାଇଆସିଛନ୍ତି। ସୋଫୀ ଏବଂ ସାଇନ ନିକଟରେ ବିବାହ କରି ପତି ପତ୍ନୀ ହୋଇଥିଲେ କିନ୍ତୁ ବିବାହ ପୂର୍ବରୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଉଭୟ ଉଭୟଙ୍କୁ ଡେଟ କରୁଥିଲେ।

Related Topics
Explore more stories