Visa Denied / FIFAରେ ପ୍ରଥମ ମ୍ୟାଚ୍ ଖେଳିପାରିବେନି ଷ୍ଟାର ଖେଳାଳି ଥମାସ୍ ପାର୍ଟେ; ଭିସା ରଦ୍ଦ
·3 months ago·2 min read

Key Points
ଫିଫା ବିଶ୍ଵକପ୍ ପୂର୍ବରୁ ଭିସା ବିବାଦ
ଘାନା ଫୁଟବଲ୍ ଦଳକୁ ଲାଗିଲା ବଡ଼ ଝଟକା
ପ୍ରଥମ ମ୍ୟାଚ୍ ଖେଳିବେନି ଷ୍ଟାର ଖେଳାଳି ଥମାସ୍
ଘାନା ଫୁଟବଲ୍ ଦଳକୁ ଲାଗିଲା ବଡ଼ ଝଟକା
ପ୍ରଥମ ମ୍ୟାଚ୍ ଖେଳିବେନି ଷ୍ଟାର ଖେଳାଳି ଥମାସ୍
ଫିଫା ବିଶ୍ୱକପ୍ ପୂର୍ବରୁ ଘାନା ଫୁଟବଲ୍ ଦଳକୁ ବଡ଼ ଝଟକା । ପ୍ରଥମ ମ୍ୟାଚ୍ ଖେଳିପାରିବେନି ଷ୍ଟାର ମିଡଫିଲ୍ଡର ଥମାସ ପାର୍ଟେ । କାନାଡିଆନ୍ ଭିସା ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିବାରୁ ସେ ଟୋରଣ୍ଟୋରେ ପାନାମା ବିପକ୍ଷରେ ହେବାକୁ ଥିବା ଦଳର ଉଦଘାଟନୀ ମ୍ୟାଚ୍ ଖେଳିପାରିବେ ନାହିଁ । ପାର୍ଟେ ବର୍ତ୍ତମାନ ଲଣ୍ଡନରେ ଏକାଧିକ ଦୁଷ୍କର୍ମ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି ।
ଶୁକ୍ରବାର ଫିଫା ଏକ ବିବୃତ୍ତିରେ ନିଶ୍ଚିତ କରିଛି ଯେ ୩୨ ବର୍ଷୀୟ ପାର୍ଟେଙ୍କୁ କାନାଡାରେ ପ୍ରବେଶ କରିବାକୁ ଅନୁମତି ଦେଇନାହିଁ । ଫଳରେ ସେ ଆମେରିକାର ରୋଡ ଆଇଲ୍ୟାଣ୍ଡର ସ୍ମିଥଫିଲ୍ଡରେ ଥିବା ଘାନାର ବେସ୍ କ୍ୟାମ୍ପରୁ ଟୋରଣ୍ଟୋକୁ ଯାତ୍ରା କରିପାରିବେ ନାହିଁ । ଫିଫା ସ୍ପଷ୍ଟ କରିଛି ଯେ ଆୟୋଜକ ଦେଶମାନେ ଭିସା ପ୍ରକ୍ରିୟାରେ କୌଣସି ସହାୟତା କରିପାରିବେ ନାହିଁ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପୃକ୍ତ ସରକାରଙ୍କ ଉପରେ ନିର୍ଭର କରେ।

- ଭିସା ପାଇଁ କାନାଡା ସରକାରଙ୍କ ବାରଣ
- ବେସ୍ କ୍ୟାମ୍ପକୁ ଫେରିଲେ ଥମାସ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଥମାସଙ୍କ ନାଁରେ ଦୁଷ୍କର୍ମ ମାମଲା
ପଢନ୍ତୁ ଏହି ଖବର: ଆଜିଠାରୁ ଫିଫା ବିଶ୍ୱକପ୍ 2026: ୪୮ ଦଳ, ୧୦୪ ମ୍ୟାଚ୍, ମେସି-ରୋନାଲ୍ଡୋଙ୍କୁ ନେଇ ବଢ଼ିଲା ଉତ୍ସାହ
- ଥମାସଙ୍କ ଅନୁପସ୍ଥିତି ପଡ଼ିପାରେ ମହଙ୍ଗା
Related Topics
Explore more stories