Sunil Gavaskar / 'ସରି ସଞ୍ଜୟ'; କାହିଁକି ବୈଭବଙ୍କୁ ନେଇ ମାଞ୍ଜେରକରଙ୍କୁ କ୍ଷମା ମାଗିଲେ ସୁନୀଲ ଗାଭାସ୍କର ?
·1 hour ago·3 min read

Key Points
ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପ୍ରବଳ ଆଲୋଚନା
ମାଞ୍ଜେରକରଙ୍କୁ କ୍ଷମା ମାଗିଲେ ସୁନୀଲ ଗାଭାସ୍କର
ମାଞ୍ଜେରକରଙ୍କୁ କ୍ଷମା ମାଗିଲେ ସୁନୀଲ ଗାଭାସ୍କର
ନୂଆଦିଲ୍ଲୀ: କ୍ରିକେଟ୍ ଜଗତରେ ଜଣେ ଉଦୀୟମାନ ଖେଳାଳି ହେବାକୁ ଯାଉଛନ୍ତି ୧୫ ବର୍ଷୀୟ ଷ୍ଟାର ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ । ଏହି ଯୁବ ପ୍ରତିଭାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ନିକଟରେ କିଛି ଏମିତି ଘଟିଥିଲା, ଯାହା ସଞ୍ଜୟ ମାଞ୍ଜେରକରଙ୍କୁ କ୍ଷମା ମାଗିବା ଲାଗି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ବାଧ୍ୟ କରିଥିଲା ଏବଂ ସେ ସୋସିଆଲ ମିଡିଆରେ 'ସରି ସଞ୍ଜୟ' ବୋଲି ଲେଖିଥିଲେ ।
ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ବୈଭବ ମାତ୍ର ୨୯ ବଲରୁ ୯୪ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏହା ପୂର୍ବରୁ ଯେତେବେଳେ ଭାରତ'ଏ' ଟିମ ଶ୍ରୀଲଙ୍କା 'ଏ' ସହିତ ମୁକାବିଲା କରିଥିଲା, ସେତେବେଳେ ଭାରତ ହାରିଥିଲା ଓ ସୂର୍ଯ୍ୟବଂଶୀ ମ୍ୟାଚ୍ ପରେ ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା କରିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଆଚରଣ ବିଷୟରେ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା । ତାଙ୍କୁ କେହି କେହି ଭାରତୀୟ ଦଳର ପରବର୍ତ୍ତୀ ବିରାଟ କୋହଲି ମଧ୍ୟ କହିଥିଲେ ।

- ବୈଭବଙ୍କୁ ଦଳରୁ ବାହାର କରିବାକୁ କହିଥିଲେ ସଞ୍ଜୟ
If I was India A coach or manager I would have left Vaibhav Suryavanshi out for this game v AFG. Only to let him know that’s it’s not OK to get physical on the field. Whatever the provocations.
— Sanjay Manjrekar (@sanjaymanjrekar) June 17, 2026
- ବିବାଦ ପରେ ସମାଲୋଚନା
- ମାଞ୍ଜେରକରଙ୍କୁ କାହିଁକି କ୍ଷମା ମାଗିଲେ ଗାଭାସ୍କର ?
Sorry Sanjay Manjulika ! We can't miss this boy for even 1 of our match. vaibhav sooryavanshi the next STAR fo Indian cricket. pic.twitter.com/1DFTKNGCm0
— Sunil Gavaskar (@virender_swag) June 21, 2026
- ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ଇନିଂସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories