Hardik Pandya / ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା ? ଜଣାପଡ଼ିଲା ସତ
·4 months ago·2 min read

Key Points
ପୁଣି ମୁମ୍ବାଇ ଇଣ୍ଡିଆନ୍ସ ଟିମ ଭିତରେ ବିବାଦ
MIର ସବୁ ପୋଷ୍ଟକୁ ଡିଲିଟ୍ କରିଦେଲେ ପାଣ୍ଡ୍ୟା
MIର ସବୁ ପୋଷ୍ଟକୁ ଡିଲିଟ୍ କରିଦେଲେ ପାଣ୍ଡ୍ୟା
ମୁମ୍ବାଇ ଇଣ୍ଡିଆନ୍ସ IPL ୨୦୨୬ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଠାରୁ ପରାଜିତ ହେବା ପରେ ଟିମ ଟାଇଟଲ ଦୌଡ଼ରୁ ବାଦ ପଡ଼ିଛି । ଏବେ, ପାଣ୍ଡ୍ୟା ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉତ୍ତେଜନାର ରିପୋର୍ଟ ଆସୁଛି । ଏହାରି ମଧ୍ୟରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଜଡିତ ସମସ୍ତ ପୋଷ୍ଟ ଡିଲିଟ୍ କରିଦେଇଛନ୍ତି । ଏହାପରେ ସବୁଠି ଗୋଟିଏ ପ୍ରଶ୍ନ ହାର୍ଦ୍ଦିକ ଏବଂ ମୁମ୍ବାଇ ଫ୍ରାଞ୍ଚାଇଜ୍ ମଧ୍ୟରେ ସବୁକିଛି ଠିକ୍ ଅଛି ତ ? ଏପରିକି ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କରିଥିବା ରିପୋର୍ଟ ମଧ୍ୟ ଆସୁଛି ।

- ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଡ୍ରପ୍ କରିଥିଲା ମୁମ୍ବାଇ

- ହାର୍ଦ୍ଦିକ MIକୁ ଅନଫଲୋ କରିବା ପଛର ସତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆରସିବି ବିପକ୍ଷରେ ଖେଳିବେ କି ହାର୍ଦ୍ଦିକ-ସୂର୍ଯ୍ୟକୁମାର ? ମୁମ୍ବାଇ ଇଣ୍ଡିଆନ୍ସ ଦେଲା ବଡ଼ ଅପଡେଟ୍
ହାର୍ଦ୍ଦିକ ଆଇପିଏଲ ୨୦୨୬ରେ ତାଙ୍କର ଶେଷ ମ୍ୟାଚ୍ ମେ ୨ ତାରିଖରେ ଖେଳିଥିଲେ । ପରବର୍ତ୍ତୀ ମ୍ୟାଚରୁ ତାଙ୍କୁ ବାଦ ଦିଆଯିବା ପରେ, ସୋସିଆଲ ମିଡିଆରେ ବିଭିନ୍ନ ଗୁଜବ ପ୍ରଚାର ହେବା ଆରମ୍ଭ ହୋଇଥିଲା । କେତେକ ମତ ଦେଇଥିଲେ ଯେ ତାଙ୍କୁ ମୁମ୍ବାଇ ଛାଡି CSK ଯାଉଛନ୍ତି । ଏହି ସମୟରେ, ଦଳର ବରିଷ୍ଠ ଦଳର ସଦସ୍ୟଙ୍କ ସହ ତାଙ୍କର ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା ।

- ହାର୍ଦ୍ଦିକଙ୍କ ଖରାପ ପ୍ରଦର୍ଶନ
Related Topics
Explore more stories