Cricket News / ଏସିଆ କପ୍ ଫାଇନାଲକୁ ନେଇ ଏମିତି କହିଲେ ହାରିସ ରୌଫ
·10 months ago·2 min read

Key Points
ଦମଦାର ପ୍ରଦର୍ଶନ କରିଥିଲେ ହାରିସ। ୩ ଓ୍ୱିକେଟ୍ ନେଇ ପାକିସ୍ତାନ ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ତେବେ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ଭାରତ ବିପକ୍ଷ ମୁକାବିଲା ବାବଦରେ ପ୍ରଶ୍ନ କରାଯାଇଥିଲା ।
ଏସିଆକପ ମ୍ୟାଚ ଚାଲିଥିବାବେଳେ ଭାରତ ପାକିସ୍ତାନ ମଧ୍ୟରେ ବହୁ ବିବାଦ ଦେଖିବାକୁ ମିଳିଥିଲା। ପାକିସ୍ତାନୀ ଟିମ ପଡ଼ିଆରେ ହିଁ ଭାରତୀୟ ଖେଳାଳିଙ୍କଚ ସ୍ଲେଜିଂ କରୁଥିବାର ନଜର ଆସିଥିଲା। ଏହାପରେ ଭାରତୀୟ ଟିମ୍ର ଖେଳାଳି ମଧ୍ୟ ବୋଲିଂ ବ୍ୟାଟିଂରେ ଜବାବ ଦେଇଥିଲେ। ଏସିଆକପର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତୀୟ ଟିମ। ଏହାପରେ ପିସିବି ଆଇସିସି ପାଖରେ ବିବାଦକୁ ନେଇ ଫେରାଦ ହୋଇଥିଲା। ସେପଟେ ବିସିସିଆଇ ମଧ୍ୟ ଚୁପ ବସି ନ ଥିଲା। ତେବେ ଏହାମଧ୍ୟରେ ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି।
ଏହାସହ ପଢ଼ନ୍ତୁ: ବିରାଟ କୋହଲି, ରୋହିତ ଶର୍ମାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ BCCI ଦେଲା ଚେତାବନୀ
ଖେଳାଳିଙ୍କ ପାଇଁ କିଛି କ୍ଷମା ମାଗିବା ଭଳି ଜିନିଷ ନଥାଏ । ବେଳେବେଳେ ଖରାପ ଦିନ ଆସେ ବୋଲି କହିଛନ୍ତି ପାକିସ୍ତାନର ଦ୍ରୁତ ବୋଲର ହାରିସ ରଉଫ୍ । ଏସିଆ କପ୍ ଫାଇନାଲରେ ଭାରତ ବିପକ୍ଷ ମୁକାବିଲାରେ ଅତି ଖରାପ ପ୍ରଦର୍ଶନ କରିବା ନେଇ ଏକ ପ୍ରଶ୍ନରେ ଏପରି କିଛି କହିଛନ୍ତି ହାରିସ।
ମଙ୍ଗଳବାର ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳାଯାଇଥିଲା । ଏଥିରେ ଦମଦାର ପ୍ରଦର୍ଶନ କରିଥିଲେ ହାରିସ। ୩ ଓ୍ୱିକେଟ୍ ନେଇ ପାକିସ୍ତାନ ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ତେବେ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ଭାରତ ବିପକ୍ଷ ମୁକାବିଲା ବାବଦରେ ପ୍ରଶ୍ନ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ କହିଥିଲେ ଯେ, ତାଙ୍କ ପାଇଁ କ୍ଷମା ମାଗିବା ଭଳି କିଛି ନାହିଁ । ସେ ଜଣେ ମଣିଷ । ରୋବଟ୍ ନୁହେଁ । ସମସ୍ତେ ଭାବୁଛନ୍ତି ଯେ ସେ ରୋବଟ୍ ଭଳି ପ୍ରଦର୍ଶନ କରିବେ । କିନ୍ତୁ ବାସ୍ତବରେ ଏମିତି ହୁଏ ନାହିଁ । ଖେଳାଳିଙ୍କ ପାଇଁ ଭଲ ଏବଂ ଖରାପ ଦିନ ଆସିଥାଏ।
ଏହାସହ ପଢ଼ନ୍ତୁ: ICC ଜାରି କଲା ନୂଆ ରାଙ୍କିଂ, ଟପ୍-୫ରେ ଏଣ୍ଟ୍ରି କଲେ ବିରାଟ କୋହଲି
ସୂଚନାଯୋଗ୍ୟ, ଏସିଆ କପ୍-୨୦୨୫ରେ ହାରିସ ଭାରତ ବିପକ୍ଷରେ ଶୋଚନୀୟ ପ୍ରଦର୍ଶନ କରିଥିଲେ । ଫାଇନାଲରେ ସେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ୩.୪ ଓଭର ବୋଲିଂ କରି ସେ ୫୦ ରନ୍ ବ୍ୟୟ କରିଥିଲେ । ଯାହା ଭାରତର ବିଜୟ ରାସ୍ତାକୁ ସହଜ କରିଦେଇଥିଲା ।
ହାରିବା ସତ୍ତ୍ୱେ ଭାରତୀୟ ଫ୍ୟାନଙ୍କୁ ଅପରେସନ ସିନ୍ଦୂରକୁ ନେଇ କଟାକ୍ଷ କରିଥିଲେ ହାରିସ। ହାତରେ ରାଫେଲ ବିମାନ ଖସାଇଦେଇଥିବା ଇଙ୍ଗିତ କରିଥିଲେ। ଯାହାକୁ ନେଇ ଆଇସିସି ତାଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରିଥିଲା।

Related Topics
Explore more stories