Actress Arrest / ସୁନା ଚେନକୁ ନେଇ ବିବାଦ; କ୍ରିକେଟରଙ୍କ ଅଭିଯୋଗରେ ବନ୍ଧା ହେଲେ ଅଭିନେତ୍ରୀ
·3 hours ago·2 min read

Key Points
ସୁନା ଚେନକୁ ନେଇ କ୍ରିକେଟର-ଅଭିନେତ୍ରୀଙ୍କ ମଧ୍ୟରେ ବିବାଦ
ଶେଷରେ କ୍ରିକେଟରଙ୍କ ଅଭିଯୋଗରେ ଅଭିନେତ୍ରୀ ଗିରଫ
ଶେଷରେ କ୍ରିକେଟରଙ୍କ ଅଭିଯୋଗରେ ଅଭିନେତ୍ରୀ ଗିରଫ
ଶ୍ରୀଲଙ୍କା କ୍ରିକେଟର ଭାନୁକା ରାଜପକ୍ଷେ ଓ ଅଭିନେତ୍ରୀ ହର୍ଷି ରସାଙ୍ଗା ମଧ୍ୟରେ ସୁନା ଚେନକୁ ନେଇ ବିବାଦ । କ୍ରିକେଟରଙ୍କ ଅଭିଯୋଗ ଆଧାରରେ ଗିରଫ ହେଲେ ଅଭିନେତ୍ରୀ । କ୍ରିକେଟର ଅଭିନେତ୍ରୀଙ୍କୁ ଆଇନଗତ ନୋଟିସ ପଠାଇବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ନୋଟିସରେ କୁହାଯାଇଛି ଯେ ରାଜପକ୍ଷେ ତାଙ୍କୁ ଅସ୍ଥାୟୀ ଭାବରେ ₹୯ ଲକ୍ଷ ମୂଲ୍ୟର ଏକ ସୁନା ଚେନ ଦେଇଥିଲେ । ଅଭିନେତ୍ରୀ ତାଙ୍କୁ ନ ଜଣାଇ ଚେନଟିକୁ ବନ୍ଧକ ରଖିଥିଲେ । ଏହି ଘଟଣା ସେତେବେଳେ ବିବାଦକୁ ଆସିଥିଲା ଯେତେବେଳେ ଅଭିନେତ୍ରୀ ଜଣକ କୋର୍ଟରେ ଚେନ୍ ଫେରାଇ ଦେବାକୁ କହି ଜାମିନ ପରେ ସୋସିଆଲ ମିଡିଆରେ ଏକ ଭିନ୍ନ କାହାଣୀ କହିଥିଲେ ।
ପଢନ୍ତୁ ଏହି ଖବର: ବଡ଼ ପରଦାରେ ଦେଖିବାକୁ ମିଳିବ ସୌରଭ ଗାଙ୍ଗୁଲିଙ୍କ ଜୀବନୀ,ଆରମ୍ଭ ହେଲା ଫିଲ୍ମର ଶୁଟିଂ
କୋର୍ଟ ଅଭିନେତ୍ରୀ ହର୍ଷି ରାସାଙ୍ଗାଙ୍କୁ ୫ ଲକ୍ଷ ଲେଖାଏଁ ଦୁଇଟି ଜାମିନଦାରରେ ଜାମିନ ପ୍ରଦାନ କରିଥିଲେ । ଜାମିନ ପାଇବା ପରେ ଅଭିନେତ୍ରୀ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମ ଆଗରେ କହିଥିଲେ ଯେ ଭାନୁକା ରାଜପକ୍ଷେ ତାଙ୍କ ସହିତ ସମ୍ପର୍କରେ ଥିବା ସମୟରେ ତାଙ୍କୁ ଚେନ୍ ଉପହାର ଦେଇଥିଲେ । ତେବେ କ୍ରିକେଟର ଭାନୁକା ନୋଟିସ ପଠାଇବା ପରେ ପୋଲିସ ଅଭିନେତ୍ରୀଙ୍କୁ ଗିରଫ କରିଛି । କ୍ରିକେଟର ଅଭିନେତ୍ରୀଙ୍କ ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ।
- କଣ ପୁରା ଘଟଣା ?

- PBKS ପାଇଁ ଖେଳିଛନ୍ତି ରାଜପକ୍ଷେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories