Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜି ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲ ମ୍ୟାଚ୍

Jitendra Dash
Browse all articles by Jitendra Dash
·2 years ago
ଆଜି ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲ ମ୍ୟାଚ୍

ଅର୍ଗସ ବ୍ୟୁରୋ : ଆଜି ୧୯ ବର୍ଷରୁ କମ୍ ବିଶ୍ବକପର ଫାଇନାଲ ମ୍ୟାଚ୍ । ଆଉ ଏହି ମ୍ୟାଚରେ ଦିନିକିଆ ବିଶ୍ବକପରେ ସିନିୟରଙ୍କ ହାରର ବଦଲା ନେବାକୁ ତୟାର୍ ଟିମ୍ ଇଣ୍ଡିଆ । ସାମ୍ନାରେ ପ୍ରତିଦ୍ବନ୍ଦୀ ଅଷ୍ଟ୍ରେଲିଆ ରହିଥିବାରୁ ଇତିହାସର ବାଜି ପଲଟାଇବାକୁ ଜୋରଦାର କସରତ କରିବେ ଭାରତୀୟ ଦଳ । 

ଅଧିକ ପଢନ୍ତୁ ଖେଳ ଖବର

କିଛି ମାସ ତଳେ ଦିନିକିଆ ବିଶ୍ବକପରେ ଗୋଟିଏ ବି ମ୍ୟାଚ ହାରିନଥିବା ଭାରତଠୁ ଫାଇନାଲ ଛଡ଼ାଇ ନେଇଥିଲା ଅଷ୍ଟ୍ରେଲିଆ ଦଳ । ସିନିୟରଙ୍କ ହାରର ବଦଲା ନେବାର ଜୁନିୟରଙ୍କ ପାଖରେ ରହିଛି ଆଜି ସୁବର୍ଣ୍ଣ ସୁଯୋଗ । ଆଉ ଏ ସୁଯୋଗର ଭରପୁର ଫାଇଦା ଉଠାଇବ ଟିମ୍ ଇଣ୍ଡିଆ । ଅପରାହ୍ଣ ୧ଟା ୩୦ରେ ଆରମ୍ଭ ହେବ ଖେଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IND v AUS, U-19 World Cup Final | Argus News