Test Cricket Debut / କିଏ ମାନବ ସୁଥାର ? କଲେ ଟେଷ୍ଟ ଡେବ୍ୟୁ, ରୋ-କୋଙ୍କୁ ବି ଅସୁବିଧାରେ ପକାଇଛନ୍ତି
·2 hours ago·3 min read

Key Points
ଭାରତୀୟ କ୍ରିକେଟ ଟିମରେ ଖତରନାକ୍ ଅଲରାଉଣ୍ଡର ସାମିଲ
ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଡେବ୍ୟୁ
କିଏ ୨୩ ବର୍ଷୀୟ ମାନବ ସୁଥାର ଆସନ୍ତୁ ଜାଣିବା...
ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଡେବ୍ୟୁ
କିଏ ୨୩ ବର୍ଷୀୟ ମାନବ ସୁଥାର ଆସନ୍ତୁ ଜାଣିବା...
ଆଜି ନ୍ୟୁ ଚଣ୍ଡିଗଡ଼ରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୫ ଦିନିଆ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ଏହି ଟେଷ୍ଟ ମ୍ୟାଚରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁଭମନ ଗିଲ୍ ଏକ ବଡ଼ ପଦକ୍ଷେପ ନେଇ ୨୩ ବର୍ଷୀୟ ଅଲରାଉଣ୍ଡରଙ୍କୁ ଡେବ୍ୟୁ କରିବାର ସୁଯୋଗ ଦିଆଯାଇଛି। ଟସ୍ ସମୟରେ ଗିଲ୍ ମାନବ ସୁଥାରଙ୍କ ଡେବ୍ୟୁ ଘୋଷଣା କରିଥିଲେ । ତାଙ୍କୁ ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର କୁଲଦୀପ ଯାଦବ ଟେଷ୍ଟ କ୍ୟାପ୍ ପ୍ରଦାନ କରିଥିଲେ ।
ପଢନ୍ତୁ ଏହି ଖବର: ପ୍ଲେଇଂ XIକୁ ନେଇ ଗୌତମ ଗମ୍ଭୀରଙ୍କ ବଡ଼ ଖୁଲାସା, ଜାଣନ୍ତୁ ତୃତୀୟ ନମ୍ବରରେ କିଏ କରିବ ବ୍ୟାଟିଂ...
ମାନବ ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨୫.୫୪ ହାରରେ ୯୪୫ ରନ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ସାମିଲ । ସେ IPL 2026 ୨୦୨୬ରେ ଗୁଜରାଟ ଟାଇଟାନ୍ସ ପାଇଁ ମଧ୍ୟ ଖେଳିଥିଲେ । ସେ ଚାରିଟି ମ୍ୟାଚରେ ଦୁଇଟି ୱିକେଟ ନେଇଥିଲେ । ମାନବ ଫେବୃଆରୀରେ ନାମିବିଆ ବିପକ୍ଷରେ T-୨୦ ବିଶ୍ୱକପ୍ ଅଭ୍ୟାସ ମ୍ୟାଚରେ ଭାରତ A ପାଇଁ ମଧ୍ୟ ଖେଳିଥିଲେ ।
- ମାନବ ସୁଥାରଙ୍କ ଟେଷ୍ଟ ଡେବ୍ୟୁ
- ଋଣ କରି ପିତା ଶିଖାଉଥିଲେ କ୍ରିକେଟ୍
- ନେଟ୍ ଅଭ୍ୟାସରେ ରୋହିତ-ବିରାଟଙ୍କୁ ଅସୁବିଧାରେ ପକାଇଛନ୍ତି
The smile says it all ☺️🧢
— BCCI (@BCCI) June 6, 2026
Congratulations to debutant Manav Suthar as he receives his #TeamIndia Test cap from Kuldeep Yadav 🙌
Updates ▶️ https://t.co/Au50EfVM30#INDvAFG | @IDFCFIRSTBank pic.twitter.com/YRa3nUnYIY
- ଘରୋଇ କ୍ରିକେଟ୍ ଏବଂ IPLର ସୁନ୍ଦର ଯାତ୍ରା
ପଢନ୍ତୁ ଏହି ଖବର: ପ୍ଲେଇଂ XIକୁ ନେଇ ଗୌତମ ଗମ୍ଭୀରଙ୍କ ବଡ଼ ଖୁଲାସା, ଜାଣନ୍ତୁ ତୃତୀୟ ନମ୍ବରରେ କିଏ କରିବ ବ୍ୟାଟିଂ...
ମାନବ ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨୫.୫୪ ହାରରେ ୯୪୫ ରନ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ସାମିଲ । ସେ IPL 2026 ୨୦୨୬ରେ ଗୁଜରାଟ ଟାଇଟାନ୍ସ ପାଇଁ ମଧ୍ୟ ଖେଳିଥିଲେ । ସେ ଚାରିଟି ମ୍ୟାଚରେ ଦୁଇଟି ୱିକେଟ ନେଇଥିଲେ । ମାନବ ଫେବୃଆରୀରେ ନାମିବିଆ ବିପକ୍ଷରେ T-୨୦ ବିଶ୍ୱକପ୍ ଅଭ୍ୟାସ ମ୍ୟାଚରେ ଭାରତ A ପାଇଁ ମଧ୍ୟ ଖେଳିଥିଲେ ।
- AFG ବିପକ୍ଷରେ ଟିମ୍ ଇଣ୍ଡିଆର ପ୍ଲେଇଂ ୧୧
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories