Vaibhav Sooryavanshi Playing XI / ଦ୍ବିତୀୟ ଟି-୨୦ରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ, ୩ ନମ୍ବରରେ କରିବେ ବ୍ୟାଟିଂ
·1 hour ago

Key Points
ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦
ଆଜିର ମ୍ୟାଚ୍ ଖେଳିବେ ବୈଭବ ସୂର୍ଯ୍ୟବଂଶୀ
ଇଶାନଙ୍କ ସ୍ଥାନରେ କରିବେ ବ୍ୟାଟିଂ
ଆଜିର ମ୍ୟାଚ୍ ଖେଳିବେ ବୈଭବ ସୂର୍ଯ୍ୟବଂଶୀ
ଇଶାନଙ୍କ ସ୍ଥାନରେ କରିବେ ବ୍ୟାଟିଂ
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଦ୍ବିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି । ନ୍ୟୁଜିଲାଣ୍ଡର ଖ୍ରିଷ୍ଟଚର୍ଚ୍ଚ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ଟି-୨୦ରେ ଆହତ ହୋଇ ଦ୍ବିତୀୟ ଟି-୨୦ରୁ ଇଶାନ କିଶାନ ବାଦ୍ ପଡ଼ିବା ପରେ ବୈଭବଙ୍କୁ ସୁଯୋଗ ମିଳିଛି । ଆଜିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ମିଳିଥିବା ବେଳେ ସେ ୩ ନମ୍ବରରେ ବ୍ୟାଟିଂ କରିବେ ବୋଲି ଅଧିନାୟକ ଶ୍ରେୟସ ଆୟର କହିଛନ୍ତି ।
ଏଥି ସହ ପଢନ୍ତୁ: ଦ୍ୱିତୀୟ T20I ରୁ ବାଦ୍ ପଡ଼ିଲେ ଇଶାନ କିଷନ… ବଡ଼ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲେ ଗୌତମ ଗମ୍ଭୀର
ଏଥି ସହ ପଢନ୍ତୁ: ଦ୍ୱିତୀୟ T20I ରୁ ବାଦ୍ ପଡ଼ିଲେ ଇଶାନ କିଷନ… ବଡ଼ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲେ ଗୌତମ ଗମ୍ଭୀର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories