India Win / ମହାଶିବରାତ୍ରିରେ ଭାରତର ଦମଦାର ବିଜୟ; ୬୧ ରନ୍ରେ ହାରିଲା ପାକିସ୍ତାନ
·4 months ago·2 min read

Key Points
ଟି-୨୦ ବିଶ୍ଵକପ୍ରେ ପାକିସ୍ତାନର ଶୋଚନୀୟ ପରାଜୟ
କଲମ୍ବୋରେ କମାଲ କଲା ଭାରତ
୬୧ ରନ୍ରେ ହାରିଲା ପାକିସ୍ତାନ
କଲମ୍ବୋରେ କମାଲ କଲା ଭାରତ
୬୧ ରନ୍ରେ ହାରିଲା ପାକିସ୍ତାନ
ମହାଶିବରାତ୍ରିରେ ଭାରତର ଦମଦାର ବିଜୟ । କଲମ୍ଵୋରେ କମାଲ କଲା ଭାରତ । ମାଟି କାମୁଡିଲା ପାକିସ୍ତାନ । ୬୧ ରନ୍ରେ ଭାରତ ବଡ଼ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ଏହା ପରେ ଯେତେବେଳେ ପାକିସ୍ତାନୀ ଦଳ ପଡ଼ିଆକୁ ଓହ୍ଲାଇଥିଲା ସେତେବେଳେ ଲାଗୁଥିଲା ସେମାନେ ବିଜୟ ପାଇଁ ଖେଳୁଛନ୍ତି । କିନ୍ତୁ ପାକିସ୍ତାନ କେବଳ ୧୮ ଓଭରରେ ଆଉଟ୍ ହୋଇଯାଇଥିଲା । ମାତ୍ର ୧୧୪ ରନ୍ କରି କଲମ୍ବୋରେ ମାଟି କାମୁଡ଼ିଥିଲେ ମେନ୍ ଇନ୍ ଗ୍ରୀନ୍ । ଫଳରେ ଭାରତ ୬୧ ରନ୍ରେ ମ୍ୟାଚ୍ ଜିତିଯାଇଛି ।
ପଢନ୍ତୁ ଏହି ଖବର: ପାକିସ୍ତାନରେ ବ୍ୟାନ୍ ଥିଲା ଫିଲ୍ମ, ସେହି ଗୀତରୁ ଆରମ୍ଭ ହେଲା ମ୍ୟାଚ୍
ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମରାହ, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । କୁଲଦୀପ ଯାଦବ ଏବଂ ତିଲକ ବର୍ମା ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ରିଙ୍କୁ ସିଂହ ମଧ୍ୟ ବୋଲିଂ କରିଥିଲେ କିନ୍ତୁ କୌଣସି ୱିକେଟ୍ ପାଇନଥିଲେ ।
ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ..
- ଖାତା ଖୋଲିପାରିଲେନି ଅଭିଷେକ
ପଢନ୍ତୁ ଏହି ଖବର: ପାକିସ୍ତାନରେ ବ୍ୟାନ୍ ଥିଲା ଫିଲ୍ମ, ସେହି ଗୀତରୁ ଆରମ୍ଭ ହେଲା ମ୍ୟାଚ୍
- ଶିବମ୍ ଦୁବେ ଏବଂ ରିଙ୍କୁ ସିଂହଙ୍କ ଆକ୍ରମଣାତ୍ମକ ବ୍ୟାଟିଂ
- ଟିମ୍ ଇଣ୍ଡିଆର ଚମତ୍କାର ବୋଲିଂ
ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମରାହ, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । କୁଲଦୀପ ଯାଦବ ଏବଂ ତିଲକ ବର୍ମା ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ରିଙ୍କୁ ସିଂହ ମଧ୍ୟ ବୋଲିଂ କରିଥିଲେ କିନ୍ତୁ କୌଣସି ୱିକେଟ୍ ପାଇନଥିଲେ ।
ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ..
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories