Abhishek Sharma Out / ଲଗାତାର ଦ୍ଵିତୀୟ ଥର ବିଶ୍ଵକପରେ ଖାତା ଖୋଲିପାରିଲେନି ଅଭିଷେକ; ଜିରୋରେ ଆଉଟ୍
·5 months ago·2 min read

Key Points
ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୬
ଆଜି ଭାରତ ବନାମ ପାକିସ୍ତାନ ମ୍ୟାଚ୍
ଜିରୋରେ ଆଉଟ୍ ହେଲେ ଅଭିଷେକ ଶର୍ମା
ଆଜି ଭାରତ ବନାମ ପାକିସ୍ତାନ ମ୍ୟାଚ୍
ଜିରୋରେ ଆଉଟ୍ ହେଲେ ଅଭିଷେକ ଶର୍ମା
ଆଜି ଆଇସିସି ଟି-୨୦ ବିଶ୍ଵକପରେ ଭାରତ ଏବଂ ପାକିସ୍ତାନ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି । ଟସ୍ ଜିତିବା ପରେ ପାକିସ୍ତାନ ପ୍ରଥମେ ବୋଲିଂ କରିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ଭାରତୀୟ ପ୍ରଶଂସକମାନେ ଯୁବ ତାରକା ଅଭିଷେକ ଶର୍ମାଙ୍କ ଉପରେ ବହୁତ ଆଶା ରଖିଥିଲେ । ହେଲେ ଲଗାତାର ଦ୍ଵିତୀୟ ଥର ଲାଗି ବିଶ୍ଵକପରେ ଖାତା ଖୋଲିପାରିନାହାନ୍ତି ଅଭିଷେକ । ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗା ପ୍ରଥମ ଓଭରରେ ଅଭିଷେକ ଶର୍ମାଙ୍କୁ ଆଉଟ୍ କରିବା ପରେ ଭାଙ୍ଗିଛି ଭାରତୀୟଙ୍କ ହୃଦୟ ।
ପଢନ୍ତୁ ଏହି ଖବର: ପୁଣି ଦୁନିଆ ଆଗରେ ବେଜିତ୍ ହେଲା ପାକିସ୍ତାନ; ଭାରତ ଦେଖାଇଲା ଔକାତ୍
ଅଧିକ ଖବର ପଢନ୍ତୁ..
- ଫେଲ୍ ମାରିଲେ ଅଭିଷେକ ଶର୍ମା
ପଢନ୍ତୁ ଏହି ଖବର: ପୁଣି ଦୁନିଆ ଆଗରେ ବେଜିତ୍ ହେଲା ପାକିସ୍ତାନ; ଭାରତ ଦେଖାଇଲା ଔକାତ୍
- ଦମଦାର ବ୍ୟାଟିଂ କଲେ ଇଶାନ କିଶାନ
ଅଧିକ ଖବର ପଢନ୍ତୁ..
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories