Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତର ବୃହତ ବିଜୟ , ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ

Sports

ଭାରତର ବୃହତ ବିଜୟ , ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ

Jitendra Dash
Browse all articles by Jitendra Dash
·2 years ago·1 min read
ଭାରତର ବୃହତ ବିଜୟ , ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ

ଅର୍ଗସ ବ୍ୟୁରୋ : ବିଶାଖାପାଟଣା ଟେଷ୍ଟରେ ଭାରତର ବୃହତ ବିଜୟ । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ । ୩୯୯ ଟାର୍ଗେଟକୁ ପିଛା କରି ଇଂଲଣ୍ଡ ଟିମ୍ ୨୯୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି । ଏହି ବିଜୟ ସହ ଭାରତୀୟ ଦଳ ସିରିଜକୁ ୧-୧ରେ ସମାନ କରିଛି । ଭାରତ ଇଂଲଣ୍ଡ କୁ ୩୯୯ ରନର ଟାର୍ଗେଟ ଦେଇଥିଲା । ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ୨୯୨ ରନ୍ କରି ଆଉଟ୍ ହୋଇଯାଇଥିଲା ।

ଅଧିକ ପଢ଼ନ୍ତୁ ଖେଳ ଖବର

ସୂଚନାଯୋଗ୍ୟ, ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ  । ଭାରତ ପ୍ରଥମ ଇନିଂସରେ ୩୯୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୫୫ ରନ୍ କରିଥିଲା । ଇଂଲଣ୍ଡର ପ୍ରଥମ ଇନିଂସ ୨୫୩ ରନ୍ ରେ ଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସ ଆଧାରରେ ଭାରତ ୧୪୩ ରନ୍ ର ଅଗ୍ରଣୀ ହାସଲ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
India beat England by 106 runs to level series at 1-1 | Argus News