Yashasvi Jaiswal / ଭାରତୀୟ ଖେଳାଳିଙ୍କ ଭିତରେ ଫାଟ, ଧ୍ରୁବଙ୍କ ଉପରେ ରାଗି ହାତ ଉଠାଇଲେ ଜୟସୱାଲ !
·7 months ago·2 min read

Key Points
ଜୟସୱାଲଙ୍କଠାରୁ ଚାପୁଡା ଖାଉ ଖାଉ ବଞ୍ଚିଗଲେ ଧ୍ରୁବ୍ ଜୁରେଲ୍
ଭାଇରାଲ୍ ହେଲା ଭିଡ଼ିଓ
ଭାଇରାଲ୍ ହେଲା ଭିଡ଼ିଓ
ଭାଇରାଲ ହେଉଛି ଖେଳାଳିଙ୍କ ଭିଡିଓ। ଜୟସୱାଲ ଧ୍ରୁବଙ୍କୁ ହାତ ଉଠାଇଥିଲେ ମାରିବା ପାଇଁ। ହେଲେ କାହିଁକି, କଣ କଲେ ବୋଲି ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା। ଯେଉଁ ଭିଡିଓ ବର୍ତ୍ତମାନ ସବୁଠି ଭାଇରାଲ ହେବାରେ ଳାଗିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜର ତୃତୀୟ ଏବଂ ନିର୍ଣ୍ଣାୟକ ODI ଇନ୍ଦୋରରେ ଖେଳାଯାଉଛି। ଭାରତୀୟ ଅଧିନାୟକ ଶୁଭମନ ଗିଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ପଠାଇଥିଲେ। ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ସହ ଏପରି କିଛି ଘଟିଥିଲା ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି । ଯଶସ୍ୱୀ ଜୟୱାଲ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଦିନିକିଆ ସିରିଜର ଅଂଶ ଅଟନ୍ତି। କିନ୍ତୁ, ସେ ମଧ୍ୟ କୌଣସି ଦିନିକିଆ ମ୍ୟାଚ୍ ଖେଳିପାରି ନାହାଁନ୍ତି।
ଧ୍ରୁବ ଜୁରେଲଙ୍କୁ ସିରିଜ ମଧ୍ୟଭାଗରେ ଟିମ୍ ଇଣ୍ଡିଆରେ ଯୋଡା ଯାଇଥିଲା। ଭଦୋଦରା ଦିନିକିଆ ପୂର୍ବରୁ ସେ ରିଷଭ ପନ୍ତଙ୍କ ସ୍ଥାନରେ ନେଇଥିଲେ। ଆଘାତ ଯୋଗୁଁ ପନ୍ତଙ୍କୁ ପ୍ରଥମ ଦିନିକିଆରୁ ବାହାରିବାକୁ ପଡ଼ିଥିଲା । ଭାଇରାଲ ଭିଡ଼ିଓକୁ ଦେଖିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, ଏପରି କ’ଣ ଘଟିଥିଲା ଯାହା ଫଳରେ ଯଶସ୍ୱୀ ଜୟସୱାଲ ତାଙ୍କ ସାଥୀ ଧ୍ରୁବ ଜୁରେଲଙ୍କ ଉପରେ ହାତ ଉଠାଇଥିଲେ? ଧ୍ରୁବ ଜୁରେଲ ଯଶସ୍ୱୀ ଜୟସୱାଲଙ୍କ ଚାପୁଡ଼ା ଖାଇବାରୁ ଅଳ୍ପକେ ବଞ୍ଚିଗଲେ ।
ଜୁରେଲଙ୍କ ଉପରେକୁ ହାତ ଉଠେଇଲେ:
ଟିମ୍ ବସ୍ରେ ଚଢ଼ିବା ପୂର୍ବରୁ, ଧ୍ରୁବ ଜୁରେଲ୍ ଯଶସ୍ୱୀ ଜୟସୱାଲଙ୍କ ସହିତ ଏପରି କିଛି କରିଥିଲେ ଯାହା ତାଙ୍କୁ ପସନ୍ଦ ଆସିନଥିଲା। ଏହା ଘଟିଥିଲା ସେତେବଳେ ଯେତେବେଳେ ଯଶସ୍ୱୀ ତାଙ୍କ ଆଗରେ ଟିମ୍ ବସ୍ରେ ଚଢ଼ିବା ପାଇଁ ଯାଉଥିଲେ, ଏବଂ ଧ୍ରୁବ ଜୁରେଲ୍ ତାଙ୍କ ପଛରେ ଆସୁଥିଲେ।ଯେତେବେଳେ ଯଶସ୍ୱୀ ଜୟସୱାଲ୍ ଟିମ୍ ସହ ବସ୍ ଆଡ଼କୁ ଯାଉଥିଲେ, ଧ୍ରୁବ ଜୁରେଲ୍ ତାଙ୍କୁ ଚାପୁଡ଼ା ମାରିଥିଲେ। ତା’ପରେ, ଯଶସ୍ୱୀ ଜୟସୱାଲ୍ ମଧ୍ୟ ତାଙ୍କୁ ଚାପୁଡ଼ା ମାରିଥିଲେ।ତେବେ ଯଶସ୍ୱୀ ଜୟସ୍ୱାଲ କେବଳ ହାତ ଉଠାଇଥିଲେ, କିନ୍ତୁ ମାଡ଼ ଜୁରେଲଙ୍କ ଦେହରେ ବାଜିନଥିଲା । ଏହାର ଅର୍ଥ ହେଉଛି ଧ୍ରୁବ ଜୁରେଲ ଚାପୁଡ଼ା ଖାଇବାରୁ ଅଳ୍ପକେ ବଞ୍ଚିଯାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ରହସ୍ୟ ହ୍ରଦ, ତାଳି ମାରିଲେ ଉତ୍ତର ଦେଉଛି ପାଣି
ତେବେ ଭାଇରାଲ୍ ଭିଡିଓଟି ଏହା ନିଶ୍ଚିତ କରେ ନାହିଁ ଯେ ଧ୍ରୁବ ଜୁରେଲ ଯଶସ୍ୱୀ ଜୟସ୍ୱାଲଙ୍କ ସହିତ କ’ଣ କରିଥିଲେ ଯେଉଁଥିପାଇଁ ସେ ତାଙ୍କୁ ମାରିବାକୁ ଉଠିଥିଲେ । ଭିଡିଓକୁ ବିଚାର କଲେ, ସମଗ୍ର ଘଟଣାଟି ଏକ ହାସ୍ୟପୂର୍ଣ୍ଣ ମନେହୁଏ, କାରଣ ଉଭୟ ଖେଳାଳି ଟିମ୍ ବସ୍ ଚଢ଼ିବା ସମୟରେ ହସୁଥିଲେ। ତେବେ ସେମିତି କିଛି ହୋଇନାହିଁ ଭାରତୀୟ ଖେଳାଳିଙ୍କ ଭିତରେ। ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଏକ ହାସ୍ୟପୂର୍ଣ୍ଣ ଭିଡିଓ ଥିଲା।
ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics
Explore more stories