India vs England / କାହିଁକି ସିରିଜ ହାରିଲା ଭାରତ ? ବୁମରାହ ନା ଆଉ କିଏ ଦାୟୀ...
·15 hours ago·2 min read

Key Points
ଇଂଲଣ୍ଡଠୁ ODI ସିରିଜ ହାରିଛି ଭାରତ
ଏହାପରେ ଉଠିଲାଣି ଅନେକ ପ୍ରଶ୍ନ
କାହିଁକି ଭାରତ ଏପରି ପରାଜୟ ବରଣ କଲା ?
ଏହାପରେ ଉଠିଲାଣି ଅନେକ ପ୍ରଶ୍ନ
କାହିଁକି ଭାରତ ଏପରି ପରାଜୟ ବରଣ କଲା ?
ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଲର୍ଡ୍ସରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ମ୍ୟାଚରେ ବେହାଲ ହୋଇଥିଲେ ଭାରତୀୟ ବୋଲର । ଷ୍ଟାର ବୋଲର ଜସପ୍ରୀତ ବୁମରାହଙ୍କ ଆଣ୍ଠୁରେ ଆଘାତ ଯୋଗୁଁ ସେ ମ୍ୟାଚରୁ ବାଦ୍ ପଡ଼ିଥିଲେ ଓ ତାଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ସୁଯୋଗ ଦିଆଯାଇଥିଲା । ମ୍ୟାଚ୍ ଯେତେବେଳେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ କୃଷ୍ଣ ଦମଦାର ଚମତ୍କାର ବୋଲିଂ କରି ଦୁଇଟି ମେଡେନ୍ ଓଭର ସହିତ ୨୦ଟି ଡଟ୍ ବଲ୍ ଦେଇଥିଲେ । ମାତ୍ର ମ୍ୟାଚ ଯେମିତି ଆଗକୁ ବଢିଲା ଚାପଗ୍ରସ୍ତ ହେଲା ଭାରତୀୟ ଟିମ । ଏବେ ଇଂଲଣ୍ଡଠୁ ଟି-୨୦ ପରେ ODI ସିରିଜ ହାରିବା ପରେ ଦଳ କାହିଁକି ହାରିଲା ତାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି ।
ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜ୍ୟାକବ ବେଥେଲ୍ ଓ ବେନ ଡକେଟ୍ ୩୬ବର୍ଷରେ ପ୍ରଥମ ଥର ଲାଗି ଭାରତ ବିରୋଧରେ ଶତକୀୟ ଓପନିଂ ପାର୍ଟନରସିପ୍ ହାସଲ କରିଥିଲେ । ପ୍ରଥମ ୱିକେଟ୍ ପଡ଼ିବା ପୂର୍ବରୁ ଉଭୟ ୧୯୨ ରନ୍ ଯୋଡ଼ିଥିଲେ । ଡକେଟ୍ ୧୩୫ ବଲରେ ୧୪୧ ରନ୍ କରିଥିବାବେଳେ ବେଥେଲ୍ ୯୧ ରନ୍ କରି ଆଉଟ୍ ହୋଇଥଲେ । ଭାରତ ଖରାପ ବୋଲିଂ ଦଳ ପାଇଁ ଭାରି ପଡ଼ିଲା । ଭାରତ ବିପକ୍ଷ ଇଂଲଣ୍ଡ ଟିମକୁ କେବଳ ଅତିରିକ୍ତ ୨୬ ରନ୍ ଦେଇଥିଲା, ଯେଉଁଥିରେ ୧୬ଟି ୱାଇଡ୍ ୯ଟି ଲେଗ୍ ବାଇ ଓ ଗୋଟିଏ ନୋ ବଲ୍ ଥିଲା ।
ପଢନ୍ତୁ ଏହି ଖବର: ଭାରତୀୟ ବୋଲରଙ୍କ ଅବସ୍ଥା ଖରାପ; ବେନ୍-ଜ୍ୟାକବ ରଚିଲେ ଇତିହାସ

- କୁଲଦୀପଙ୍କ ଅନୁପସ୍ଥିତିକୁ ନେଇ ସମାଲୋଚନା
ପଢନ୍ତୁ ଏହି ଖବର: ଭାରତୀୟ ବୋଲରଙ୍କ ଅବସ୍ଥା ଖରାପ; ବେନ୍-ଜ୍ୟାକବ ରଚିଲେ ଇତିହାସ
- ୨୦୨୭ ବିଶ୍ଵକପ ପୂର୍ବରୁ ସତର୍କ ଘଣ୍ଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories