India vs SA / ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା...ଜାଣନ୍ତୁ କ'ଣ ରହିଛି ପ୍ଲେଇଂ-୧୧
·7 months ago·2 min read

Key Points
ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-୨୦
ଟସ୍ ଜିତିଲା ଭାରତ
ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା
ଟସ୍ ଜିତିଲା ଭାରତ
ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁର ସ୍ଥିତ ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚ୍ରେ ଭାରତୀୟ ଚୁଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନି । ସେହିପରି ଭ୍ରମଣକାରୀ ଦଳରେ ତିନୋଟି ପରିବର୍ତ୍ତନ କରିଛି ।
ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍କୁ ୧୦୧ ରନ୍ରେ ବିଜୟୀ ହୋଇଥିଲା। ସେହି ମ୍ୟାଚ୍ଟି ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିଲା । ଏବେ ଭାରତୀୟ ଦଳ ଏହି ମ୍ୟାଚ୍କୁ ଜିତି ଟି-୨୦ ସିରିଜ୍ରେ ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ । ସେହିପରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଲକ୍ଷ୍ୟ ରଖିବ ।
ଉଭୟ ଦେଶ ଏବେ ସୁଦ୍ଧା ୩୨ଟି ଟି୨୦ ମୁକାବିଲା ଖେଳିଛନ୍ତି । ଏହାମଧ୍ୟରୁ ଭାରତ ୧୯ଟିରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୨ଟି ମୁକାବିଲା ଜିତିପାରିଛି । ସେହିପରି ଗୋଟିଏ ମ୍ୟାଚ ଟାଇ ରହିଛି ।
ଭାରତର ପ୍ଲେଇଂ-୧୧
ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ
ଦକ୍ଷିଣ ଆଫ୍ରିକାର ପ୍ଲେଇଂ-୧୧
କ୍ଵିଣ୍ଟନ ଡି କକ୍(ଓ୍ଵିକେଟ୍ କିପର), ରିଜା ହେଣ୍ଡ୍ରିକ୍ସ, ଆଡନ ମାରକ୍ରମ(ଅଧିନାୟକ), ଡିଓ୍ଵାର୍ଲ୍ଡ ବ୍ରେଭିସ, ଡେଭିଡ ମିଲର, ଡୋନୋଭାନ ଫରେରା, ଜର୍ଜ ଲିଣ୍ଡେ, ମାର୍କୋ ଜନସେନ, ଲୁଠୋ ସିପମ୍ଲା, ଲୁଙ୍ଗି ଏନଗିଡି, ଅଟନିଲ ବାର୍ଟମ୍ୟାନ
Here's a look at #TeamIndia's Playing XI for the 2⃣nd T20I 👌
— BCCI (@BCCI) December 11, 2025
Updates ▶️ https://t.co/japA2CIofo#INDvSA | @IDFCFIRSTBank pic.twitter.com/tzcZ8EgyvT
ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍କୁ ୧୦୧ ରନ୍ରେ ବିଜୟୀ ହୋଇଥିଲା। ସେହି ମ୍ୟାଚ୍ଟି ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିଲା । ଏବେ ଭାରତୀୟ ଦଳ ଏହି ମ୍ୟାଚ୍କୁ ଜିତି ଟି-୨୦ ସିରିଜ୍ରେ ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ । ସେହିପରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଲକ୍ଷ୍ୟ ରଖିବ ।
ଉଭୟ ଦେଶ ଏବେ ସୁଦ୍ଧା ୩୨ଟି ଟି୨୦ ମୁକାବିଲା ଖେଳିଛନ୍ତି । ଏହାମଧ୍ୟରୁ ଭାରତ ୧୯ଟିରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୨ଟି ମୁକାବିଲା ଜିତିପାରିଛି । ସେହିପରି ଗୋଟିଏ ମ୍ୟାଚ ଟାଇ ରହିଛି ।
ଭାରତର ପ୍ଲେଇଂ-୧୧
ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ
ଦକ୍ଷିଣ ଆଫ୍ରିକାର ପ୍ଲେଇଂ-୧୧
କ୍ଵିଣ୍ଟନ ଡି କକ୍(ଓ୍ଵିକେଟ୍ କିପର), ରିଜା ହେଣ୍ଡ୍ରିକ୍ସ, ଆଡନ ମାରକ୍ରମ(ଅଧିନାୟକ), ଡିଓ୍ଵାର୍ଲ୍ଡ ବ୍ରେଭିସ, ଡେଭିଡ ମିଲର, ଡୋନୋଭାନ ଫରେରା, ଜର୍ଜ ଲିଣ୍ଡେ, ମାର୍କୋ ଜନସେନ, ଲୁଠୋ ସିପମ୍ଲା, ଲୁଙ୍ଗି ଏନଗିଡି, ଅଟନିଲ ବାର୍ଟମ୍ୟାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories