Cricket News / ଚତୁର୍ଥ ଟି-୨୦: ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇଲା ଭାରତ
·10 months ago·2 min read

Key Points
ବୋଲରଙ୍କ ଶାଣିତ ବୋଲିଂ। ମାଟି କାମୁଡ଼ିଲା ଘରୋଇ ଟିମ୍ ଅଷ୍ଟ୍ରେଲିଆ। ଏଠାରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତ ୪୮ ରନରେ ଅଷ୍ଟ୍ରେଲିଆକୁ ହରାଇଛି।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଗୋଲ୍ଡ କୋଷ୍ଟର ହେରିଟେଜ ବ୍ୟାଙ୍କ ଷ୍ଟାଡିୟମରେ ଖେଳାଯାଇଛି। ଆଜି ବି ମ୍ୟାଚରେ ଟସ ଅଷ୍ଟ୍ରେଲିଆ କ୍ୟାପଟେନ ମିଚେଲ ମାର୍ସ ଜିତିଥିଲେ। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମକୁ ୧୬୮ ରନର ଟାର୍ଗେଟ ଦେଇଥିଲା। ଭାରତୀୟ ଟିମରେ ଆଜି ସବୁଠୁ ଅଧିକ ରନର ପାଳି ଖେଳିଥିଲେ ଶୁଭମନ ଗିଲ। ବୋଲର ଆଜି ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ବ୍ୟାଟ୍ସମ୍ୟାନଙ୍କ ଯାଦୁ ଚାଲି ନ ଥିଲା।
ଏହାସହ ପଢ଼ନ୍ତୁ: ବାପାଙ୍କ ସହ ଚା’ ପିଇ ଖେଳିବାକୁ ଯାଇଥିଲେ: ଖେଳପଡ଼ିଆରେ ଚାଲିଗଲା ଜୀବନ
ବୋଲରଙ୍କ ଶାଣିତ ବୋଲିଂ। ମାଟି କାମୁଡ଼ିଲା ଘରୋଇ ଟିମ୍ ଅଷ୍ଟ୍ରେଲିଆ। ଏଠାରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତ ୪୮ ରନରେ ଅଷ୍ଟ୍ରେଲିଆକୁ ହରାଇଛି। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୧ର ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୬୭ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭର ଖେଳି ମାତ୍ର ୧୧୯ ରନ୍ କରି ଅଲ୍ ଆଉଟ ହୋଇଯାଇଛି।
ଏହାସହ ପଢ଼ନ୍ତୁ: କାନ୍ଧରେ ତ୍ରିରଙ୍ଗା, ହାତରେ ସ୍ମୃତି ମନ୍ଧାନାଙ୍କ ନାଁର ଟାଟୁ କଲେ ପ୍ରେମିକ ପଲାଶ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୬୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆର ଦୁଇ ଓପନର ମିଚେଲ୍ ମାର୍ଶ ଓ ମାଥ୍ୟୁ ସର୍ଟ ୩୭ ରନ ଯୋଡ଼ିଥିଲେ। ସର୍ଟ(୨୫ ରନ)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ମିଚେଲ ମାର୍ଶ ବଡ଼ ଶଟ୍ ଖେଳି ରନ ଗତି ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଶିବମ ଦୁବେଙ୍କ ବଲ୍ରେ ମିଚେଲ ମାର୍ଶ(୩୦) ୱିକେଟ୍ ଯାଇଥିଲା।
ଏହାପରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟର ୨୦ ରନ୍ ବି କରିପାରି ନଥିଲେ। ଦଳ ପକ୍ଷରୁ ଜସ ଇଂଲିସ ୧୨ ରନ୍, ଟିମ ଡେଭିଡ୍ ୧୪, ଜସ ଫିଲିପ ୧୦,ମାର୍କସ ଷ୍ଟୋଇନିସ ୧୭ ରନ୍ କରିଥିଲେ। ମାକ୍ସୱେଲ୍ ମଧ୍ୟ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ।
ଭାରତ ପକ୍ଷରୁ ସମସ୍ତ ବୋଲର ଦମଦାର ପ୍ରଦର୍ଶନ କରିଥିଲେ। ଆଜି ସମସ୍ତଙ୍କୁ ୱିକେଟ ନେବାରେ ସଫଳତା ମିଳିଥଲା ତେବେ ୱାଶିଂଟନ ସୁନ୍ଦର ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଶିବମ ଦୁବେ,ଅକ୍ଷର ପଟେଲ ଦୁଇଟି ଲେଖାଏ ୱିକେଟ ନେଇଥିଲେ। ସେହିପରି ଅର୍ଶଦୀପ ସିଂହ, ଜସପ୍ରୀତ ବୁମ୍ରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।

Related Topics
Explore more stories